ତ୍ରିକୁଟ

ଉଇକିଅଭିଧାନ‌ରୁ

ତ୍ରିକୁଟ

ଓଡ଼ିଆ[ସମ୍ପାଦନା]

ତ୍ରିକଟୁ : ଶୁଣ୍ଠି, ପିପ୍ପଳୀମରିଚ ଚୂରଣର ସମାନୁପାତିକ ମିଶ୍ରଣ। ଆୟୁର୍ବେଦ ମତରେ ଅଗ୍ନିମାନ୍ଦ୍ୟ, ଅଜୀର୍ଣ ଦୂର କରିବାପାଇଁ ଏହାକୁ ନଖ ଉଷୁମ ପାଣିରେ ଗୋଳାଇ ସେବନ କରାଯାଏ। ମହୁ ସହିତ ସେବନ କଲେ କାଶ, ଶ୍ବାସ, ଶ୍ଳେଷ୍ମା, ପୀନସ, ପେଟରେ ବାୟୁ ବିକାର ଜନିତ ଶୂଳ ଦୂରହୁଏ। ଏହାକୁ ଅଦାରସ ସହିତ ସେବନ କଲେ ମେଦବୃଦ୍ଧି ଓ ଶ୍ଳୀପଦ ରୋଗ ଦୂର ହୁଏ।

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିକୁଟ)[ସମ୍ପାଦନା]

୧. ଯୋଗ ବା ତନ୍ତ୍ର ଶାସ୍ତ୍ରୋକ୍ତ ଶରୀର ମଧ୍ୟସ୍ଥ ବ୍ରହ୍ମରନ୍ଧ୍ର; ତ୍ରିମୁନା; ଦୁଇ ଭ୍ରୂ ମଧ୍ୟସ୍ଥ ସ୍ଥାନ —୧. The imaginary point in the human body on which attention is concentrated during the practice of 'j̄oga'. the point between the two eye-brows.
୨. ମହା ବିଷମ ସମସ୍ୟା —୨. A trilema; insoluble difficulty.