ତ୍ରିପୁଟ
ଦେଖଣା
ତ୍ରିପୁଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର)
[ସମ୍ପାଦନା]- ୧. ମସୂର; ଖେସାରୀ — ୧. A kind of pulse; Lathyrus Sativus.
- ୨. ଶର; ତୀର —୩. Arrow.
- ୩. ତଟ; ତୀର —୩. Shore.
- ୪. ତାଲା; କୋଲପ —୪. A padlock.
- ୫. ଗୋକ୍ଷୁର (ଦେଖ) - — ୫. Gokshura (See).
- ୬. ମଟର (ହିନ୍ଦୀ - ଶବ୍ଦସାଗର) —୬. Pea.
ବିଶେଷଣ -
[ସମ୍ପାଦନା]ତ୍ରିଗୁଣିତ —Threefold (M.W.).