ତ୍ରିପୁଟ

ଉଇକିଅଭିଧାନ‌ରୁ

ତ୍ରିପୁଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର)[ସମ୍ପାଦନା]

୧. ମସୂର; ଖେସାରୀ — ୧. A kind of pulse; Lathyrus Sativus.
୨. ଶର; ତୀର —୩. Arrow.
୩. ତଟ; ତୀର —୩. Shore.
୪. ତାଲା; କୋଲପ —୪. A padlock.
୫. ଗୋକ୍ଷୁର (ଦେଖ) - — ୫. Gokshura (See).
୬. ମଟର (ହିନ୍ଦୀ - ଶବ୍ଦସାଗର) —୬. Pea.

ବିଶେଷଣ -[ସମ୍ପାଦନା]

ତ୍ରିଗୁଣିତ —Threefold (M.W.).