ଥମେଇବା
ଦେଖଣା
ଥମେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି.—(ସଂସ୍କୃତ - ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ)
- ୧. ଥମିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Thamibā'.
- ୨. ବନ୍ଦ କରିବା —୨. To stop; to cause to stop; to bring to a standstill.
- ୩. ଶାନ୍ତ କରିବା —୩. To appease; to quiet.
- ୪. ଥଣ୍ଡା କରିବା —୪. To cool down.
- ୫. ଅଟକାଇବା —୫. To detain; to restrain.