Jump to content

ଥେଇୟା

ଉଇକିଅଭିଧାନ‌ରୁ

ଥେଇୟା

ଉଚ୍ଚାରଣ

[ସମ୍ପାଦନା]

(ଥେ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କ୍ଳାନ୍ତ — ୧. Tired.
୨. ବିରକ୍ତ —୨. Disgusting.

(ଯଥା—ମୁଁ ସେଠାକୁ ଦୌଡ଼ି ଦୌଡ଼ି ଥେଇୟା ହୋଇ ଗଲିଣି)

ଯାହା କହୁଥିଲି ସେଇୟା ନାଚି ନାଚି କରି ଥେଇୟା—ଢଗ

ଅ ଓ ବିଶେଷ୍ୟ -

[ସମ୍ପାଦନା]

ଥେଇ ଥେଇ (ଦେଖ) - —Thei thei (See)