ଦଖଲ
ଦେଖଣା
ଦଖଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆ)
[ସମ୍ପାଦନା]- ୧. ଅଧିକାର — ୧. Possession; occupation.
- ୨. ଭୋଗ —୨. Enjoyment.
- ୩. ଆୟତ୍ତି —୩. Proficiency; occupation.
- ୪. ଦଖଲା (ଦେଖ) - —Dakhalā (See)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ 'ଭୋଗ' ଓ 'ସ୍ୱତ୍ୱ' ଶବ୍ଦ ପରେ ଅନୁଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ଭୋଗଦଖଲ,ସ୍ୱତ୍ୱ ଦଖଲ]