ଦଖଲ
ଦଖଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆ)[ସମ୍ପାଦନା]
- ୧. ଅଧିକାର — ୧. Possession; occupation.
- ୨. ଭୋଗ —୨. Enjoyment.
- ୩. ଆୟତ୍ତି —୩. Proficiency; occupation.
- ୪. ଦଖଲା (ଦେଖ) - —Dakhalā (See)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ 'ଭୋଗ' ଓ 'ସ୍ୱତ୍ୱ' ଶବ୍ଦ ପରେ ଅନୁଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ଭୋଗଦଖଲ,ସ୍ୱତ୍ୱ ଦଖଲ]