ଦଗଧ
ଦେଖଣା
ଦଗଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଗଧ
|
ଗ୍ରାମ୍ୟ - ବିଶେଷଣ - (ପଦ୍ୟ) (ସଂସ୍କୃତ - ଦଗଧ)
[ସମ୍ପାଦନା]- ୧. ଦଗଧ — ୧. Burnt.
- ୨. କଲବଲ; ସନ୍ତପ୍ତ —୨. Afficted.
ଦେହ ଦୁର୍ବଳ,ଚକ୍ଷୁ କ୍ଷୀଣ ଦଗଧ କଲୁ ପିଣ୍ଡ ପ୍ରାଣ—ପ୍ରାଚି, ନିର୍ଗୁଣ, ମାହାତ୍ମ୍ୟ
ବିଶେଷ୍ୟ -
[ସମ୍ପାଦନା]- ୧. ଶରୀରରେ ପିତ୍ତାଧିକ୍ୟ — ୧. Excess of bile in the system.
[ଦ୍ରଷ୍ଟବ୍ୟ —ଏହା ଶରୀର ମଧ୍ୟରେ ବେଶି ପରିମାଣରେ ଜାତ ହେଲେ ବାନ୍ତି ହୁଏ ଓ ପାଟି ପିତା ଲାଗେ]
- ୨. ଦହନ; ପୋଡ଼ିଯିବା —୨. Burning
ସର୍ପକୁଳ ଦଗଧ ଦେଖି ନାଗଲୋକକୁ ସେ ଉପେକ୍ଷି—ଜଗନ୍ନାଥ,ଭାଗବତ
- ୩. ଦଗଧ ହାଣ୍ଡି (ଦେଖ) - — ୩. Dagadha hāṇḍi (See)