ଦଣ୍ଡକ

ଉଇକିଅଭିଧାନ‌ରୁ

ଦଣ୍ଡକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦଣ୍ଡ୍ ଧାତୁ+ କର୍ତ୍ତୃ. ଅକ)[ସମ୍ପାଦନା]

୧. ଯେ ଦଣ୍ଡ ଦିଏ — ୧. Punisher.
୨. ୨୬: ବର୍ଣ୍ଣରୁ ଅଧିକ ବର୍ଣ୍ଣଯୁକ୍ତ ଛନ୍ଦୋବିଶେଷ — ୨. A kind of metre containing of more than ୨୬ syllables.
୩. ଇକ୍ଷ୍ୱାକୁ ରାଜାଙ୍କ ପୁତ୍ର —୩. Name of a prince; son of 'Ikshwāku'

[ ଦ୍ର—ଏ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଥିଲେ ଏ ଥରେ ଗୁରୁ— କନ୍ୟାଙ୍କ କୌମାର୍ଯ୍ୟ ଭଙ୍ଗ କରିବାରୁ ଗୁରୁଙ୍କ ଶାପରେ ଏହାଙ୍କ ପୁକ ଭସ୍ମ ହେଲା ଓ ଏହାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହେଲା (ହିନ୍ଦୀ ଶବ୍ଦସାଗର)]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଏକ ଦଣ୍ଡ ସମୟ ମାତ୍ର; ୨୪: ମିନିଟ ସମୟ — ୧. One 'Daṇḍa' of time.
୨. ଅତି ଅଳ୍ପ ସମୟ — ୨. A very brief space of time.

ପରଶି ଦିଅନ୍ତେ ସେ ଦଣ୍ଡ ଦଣ୍ଡକରେ ମହିଷୀ ଉଠି ଶମ୍ଭୁପତେ ପ୍ରଣତ ନତମୂଖୀ ସୁକେଶୀ ଗୋଲକ. ଇନ୍ଦୁରେଖା

୩. ଦଣ୍ଡକିରି (ଦେଖ) - —୩. Daṇḍakiri (See)
୪. ଦଣ୍ଡକା (ଦେଖ) - —୪. Daṇḍakā (See)

ବିଶେଷଣ -[ସମ୍ପାଦନା]

ମୂହୂର୍ତ୍ତକମାତ୍ର ସ୍ଥାୟୀ —Momentary

ବାରେ ସଂଶୟ ଦଣ୍ଡକ ରଭସେ, ବୈକୁଣ୍ଠ ମୂର୍ତ୍ତି ଦଣ୍ଡକ ଦିଶେ—ଭଞ୍ଜ. ବୈଦେହୀଶବିଳାସ