ଦସ୍ତ
ଦେଖଣା
ଦସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତ=ହାତ)
[ସମ୍ପାଦନା]- ୧. ହାତ — ୧. Hand.
- ୨. (ଫାରାସୀ - ଦାସ୍ତ=ମଳତ୍ୟାଗ)—୨ ମଳତ୍ୟାଗ; ଝାଡ଼ା — ୨. Passing stools; evacuation.
- ୩. ବିରେଚନ; ପତଳା ଝାଡ଼ା —୩. Passing of liquid stools.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ବସ୍ତାନି —୧. Bundle.
- ୨. ଗଞ୍ଜପା (ଦେଖ) - —୨. Gan̄japā (See)