ଦାନ କରିବା

ଉଇକିଅଭିଧାନ‌ରୁ

ଦାନ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଦାନଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଅନ୍ୟବ୍ୟକ୍ତିକୁ କୌଣସି ବସ୍ତୁ ବା ଧନ ଅର୍ପଣ କରିବା —୧. To give.
୨. ବିତରଣ କରିବା — ୨. To distribute; to bestow.
୩. ଦେବା (ଦେଖ) - —୩. Debā (See)

[ ଦ୍ର—ଦାନ କରିବା ଶବ୍ଦର ପ୍ରୟୋଗ ଇଂରାଜୀରେ To give କ୍ରିୟାର ପ୍ରୟୋଗ ଭଳି ନାନା କ୍ଷେତ୍ରରେ ନାନା ଅର୍ଥରେ ବ୍ୟବହୃତ ହୁଏ; ଯଥା—ରତିଦାନ କରିବା=ରତି କରିବାକୁ କାର୍ଯ୍ୟତଃ ସୁବିଧା ଦେବା; ସନ୍ତୋଷ ଦାନ କରିବା=ସନ୍ତୁଷ୍ଟ ହେବାର ଉପାୟ ବା ବ୍ୟବସ୍ଥା କରିବା; ବିଦ୍ୟାଦାନ କରିବା=ବିଦ୍ୟା ଶିଖ୍ୟା କରିବାର ସୁଯୋଗ ଦେବା; ଚକ୍ଷୁଦାନ କରିବା=ଦୃଷ୍ଟିହୀନ ବ୍ୟକ୍ତିକୁ ଦୃଷ୍ଟିଶକ୍ତି ଯୋଗାଇବା; ଆଦେଶ ଦାନ କରିବା=ଆଦେଶ ଅନ୍ୟକୁ ଜ୍ଞାପନ କରିବା ଇତ୍ୟାଦି ]