ଦିକ୍ପାଳ

ଉଇକିଅଭିଧାନ‌ରୁ

ଦିକ୍ପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ପାଳ; ଉପପଦ ତତ୍)[ସମ୍ପାଦନା]

୧. ଦିକ୍ପତି (ଦେଖ) - — ୧. Dik-pati (See)


୨. (ଲକ୍ଷଣାର୍ଥ)ଅସାଧାରଣ କ୍ଷମତାଶାଳୀ ବ୍ୟକ୍ତି — ୨. (Figurative) A very influencial person.

(ଯଥା—ସେ ଆମଆଡ଼େ ଜଣେ ଦିକ୍ପାଳ)