ଦିବ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  1. ସ୍ଵର୍ଗୀୟ
  2. ଐନ୍ଦ୍ରଜାଲିକ; ଅଦ୍ଭୁତ (ଘଟଣା)
  3. ଆକାଶସ୍ଥ
  4. ଅଲୌକିକ
  5. ମନୋହର; ସୁନ୍ଦର (ଦିବ୍ ଧାତୁ= ଦୀପ୍ତି ପାଇବା + ଯ)
  6. ଉତ୍କୃଷ୍ଟ; ଶ୍ରେଷ୍ଠ
  7. ଆକାଶରେ ଘଟୁଥିବା (ସଂ ଦିବ୍=ଆକାଶ+ଭବାର୍ଥେ. ଯ)
  8. ସ୍ଵର୍ଗୀୟ ବା ବିଶୁଦ୍ଧ ଆନନ୍ଦଦାୟକ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ଶପଥ; ରାଣ
  2. ଲବଙ୍ଗ
  3. ହରିଚନ୍ଦନ
  4. ଗୁଗ୍ଗୁଳ
  5. ଯବ
  6. ଅଅଁଳା
  7. ଶତାବରୀ
  8. ବ୍ରାହ୍ମୀଶାକ
  9. ଧଳା ଦୁବ
  10. ହରିଡ଼ା
  11. ଘୁଷୁରି
  12. ତତ୍ତ୍ଵବେତ୍ତା
  13. କପୁର କଚୂରୀ; ଆମ୍ବ ଅଦା
  14. ଜୀରା
  15. ଅଷ୍ଟବର୍ଷ ମଧ୍ୟରୁ ଏକତମ ଓଷଧି; ମହାମେଦା
  16. ଚମେଲୀ
  17. ଖରାବେଳେ ବରଷୁଥିବା ପାଣିରେ ସ୍ନାନ
  18. ପଞ୍ଚମକାର; ଶ୍ମଶାନ ଓ ଚିତାସାଧନରେ କରାଯିବା ତାନ୍ତ୍ରିକ ଆଚାରବିଶେଷ
  19. ଆକାଶରେ ଘଟିବା ଏକପ୍ରକାର ଉତ୍ପାତ
  20. ନାଟକାଦିରେ ବର୍ଣ୍ଣିତ ଅଲୌକିକ ନାୟକ, ଯଥା ରାମଚନ୍ଦ୍ର, ଶ୍ରୀକୃଷ୍ଣ
  21. ପ୍ରାଚୀନକାଳରେ ନ୍ୟାୟାଳୟରେ ଅଭିଯୁକ୍ତ ବ୍ୟକ୍ତିର ଅପରାଧିତା ବିଷୟ ସିଦ୍ଧାନ୍ତ ହେବା ପାଇଁ କରାଯିବା ପରୀକ୍ଷା; ମାଣ୍ଡୁ (ଏହା ଘଟ, ଅଗ୍ନି, ଉଦକ, ବିଷ, ତୁଳାଦଣ୍ଡ, କୋଷ, ତଣ୍ଡୁଳ, ତପ୍ତମାଷକ ଓ ପୁଷ୍ଠ ସାହଯ୍ୟରେ କରାଯାଉଥିଲା ।)

ଦିବ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦିବ୍ୟତା, ଦିବ୍ୟତ୍ୱ—ବି)

(ଦିବ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଦିବ୍=ସ୍ୱର୍ଗ+ଭାବାର୍ଥେ. ଯ)[ସମ୍ପାଦନା]

ସ୍ୱର୍ଗୀୟ — ୧. Divine; celestial.

୨. ଐନ୍ଦ୍ରଜାଲିକ; ଅଦ୍ଭୁତ (ଘଟନା) — ୨. Magical; miraculous.
୩. ଆକାଶସ୍ଥ —୩. Heavenly.
୪. ଅଲୌକିକ —୪. Supernatural.
୫. (ଦିବ୍ ଧାତୁ=ଦୀପ୍ତି ପାଇବା+ଯ) ମନୋହର; ସୁନ୍ଦର — ୫. Magnificent; beautiful; charming.

ଦିବ୍ୟ ପୁର ସେ ଦିବ୍ୟ ତରୁ ତହିଁ ଛନ୍ତି ଦିବ୍ୟ ଆସନରେ ସେ ମନ ମୋହେ ଅତି—କୃଷ୍ଣସିଂହ. ମହାଭାରତ. ସଭା

୬. ଉତ୍କୃଷ୍ଟ; ଶ୍ରେଷ୍ଠ — ୬. Superior; best; excellent.
୭. (ସଂସ୍କୃତ - ଦିବ୍=ଆକାଶ+ଭାବାର୍ଥେ. ଯ) ଆକାଶରେ ଘଟୁଥିବା —୭. Happening in the sky.
୮. ସ୍ୱର୍ଗୀୟ ବା ବିଶୁଦ୍ଧ ଆନନ୍ଦଦାୟକ — ୮. Giving heavenly bliss or pleasure.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶପଥ; ରାଣ —୧. Oath.
୨. ଲବଙ୍ଗ —୨. Cloves.
୩. ହରିଚନ୍ଦନ —୩. A kind of sandal.


୪. ଗୁଗ୍ଗୁଳ —୪. A kind of incense; bdellium.
୫. ଯବ —୫. Barley.
୬. ଅଅଁଳା (ହିନ୍ଦୀ - ଶବ୍ଦସାଗର) — ୬. Embelic myrobalan.
୭. ଶତାବରୀ (ହିନ୍ଦୀ - ଶବ୍ଦସାଗର) —୭. Asparagus.
୮. ବ୍ରାହ୍ମାଶାକ (ହିନ୍ଦୀ - ଶବ୍ଦସାଗର) — ୮. An aquatic pot-herb
୯. ଧଳା ଦୂବ (ହିନ୍ଦୀ - ଶବ୍ଦସାଗର) — ୯. The white or bleached variety of Cynoden grass.
୧. ହରିଡା (ହିନ୍ଦୀ - ଶବ୍ଦସାଗର) —୧୦. Myrobalan.
୧୧. ଘୁଷୁରି (ହିନ୍ଦୀ - ଶବ୍ଦସାଗର) —୧୧. Hog.
୧୨. ତତ୍ତ୍ୱବେତ୍ତା (ହିନ୍ଦୀ - ଶବ୍ଦସାଗର) — ୧୨. A person who knows the true or essential facts; a metaphysician.
୧୩. କପୁର କଚୁରୀ; ଆମ୍ୱ ଅଦା (ହିନ୍ଦୀ - ଶବ୍ଦସାଗର) — ୧୩. Curcuma Zeodaria.
୧୪. ଜୀରା (ହିନ୍ଦୀ - ଶବ୍ଦସାଗର) —୧୪. Cumin seed.
୧୫. ଅଷ୍ଟବର୍ଷ ମଧ୍ୟରୁ ଏକତମ ଓଷଧି; ମହାମେଦା (ଦେଖ) - (ହି ଶବ୍ଦସାଗର) —୧୫. Mahāmedā (See)
୧୬. ଚମେଲୀ (ହିନ୍ଦୀ - ଶବ୍ଦସାଗର) — ୧୬. A kind of jasmine.
୧୭. ଖରାବେଳେ ବରଷୁଥିବା ପାଣିରେ ସ୍ନାନ (ହିନ୍ଦୀ - ଶବ୍ଦସାଗର) — ୧୭. A shower bath taken while it is raining in sunshine.
୧୮. ପଞ୍ଚମକାର; ଶ୍ମଶାନ ଓ ଚିତାସାଧନରେ କରାଯିବା ତାନ୍ତ୍ରିକ ଆଚାରବିଶେଷ (ହିନ୍ଦୀ - ଶବ୍ଦସାଗର) —୧୮. A class of Tantrik rituals.
୧୯. ଆକାଶରେ ଘଟିବା ଏକପ୍ରକାର ଉତ୍ପାତ (ହିନ୍ଦୀ - ଶବ୍ଦସାଗର) — ୧୯. A kind omninous heavenly phenomena.
୨. ନାଟକାଦିରେ ବର୍ଣ୍ଣିତ ଅଲୌକିକ ନାୟକ, ଯଥା— ରାମଚନ୍ଦ୍ର. ଶ୍ରୀକୃଷ୍ଣ (ହିନ୍ଦୀ - ଶବ୍ଦସାଗର) — ୨୦. An extraordinary hero in a fiction.
୨୧. ପ୍ରାଚୀନକାଳରେ ନ୍ୟାୟାଳରେ ଅଭିଯୁକ୍ତ ବ୍ୟକ୍ତିର ଅପରାଧିତା ବିଷୟ ସିଦ୍ଧାନ୍ତ ହେବା ପାଇଁ କରାଯିବା ପରୀକ୍ଷା; ମାଣ୍ଡୁ (ହିନ୍ଦୀ - ଶବ୍ଦସାଗର) — ୨୧. A test or ordeal which an accused had to pass through during treal.

[ଦ୍ରଷ୍ଟବ୍ୟ —ଏହା ଘଟ, ଅଗ୍ନି, ଉଦକ, ବିଷ, ତୁଳାଦଣ୍ଡ, କୋଷ, ତଣ୍ଡୁଳ, ତପ୍ତମାଷକ ଓ ପୁଷ୍ଠ ସାହାଯ୍ୟରେ କରା ଯାଉଥିଲା]

୨୨. ଶପଥ (ହିନ୍ଦୀ - ଶବ୍ଦସାଗର) — ୨୨. Oath; solemn affirmation.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସଂସ୍କୃତ ଭାଷା —The Sanskrit language.

(ସଂସ୍କୃତକୁ ଦେବଭାଷା ବୋଲାଯାଏ) ===

କ ଅ ଅକ୍ଷରେ ହୋଇଛି ନିୟମ କଥା ନୋହେ ଦିବ୍ୟ ଆଦିବ୍ୟ ସମ ଦୀନକୃଷ୍ଣ. ରସକଲ୍ଲୋଳ

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

ଅତିଶୟ —Very much.

ଶୁଣି କରି ଅର୍ଜୁନ ଯେ ହୋଇ ଦିବ୍ୟ ତୋଷ କୃଷ୍ଣସିଂହ ମହାଭାରତ