ଦିମାକି
ଦେଖଣା
ଦିମାକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଦିମାଗ୍)
[ସମ୍ପାଦନା]- ୧. ପ୍ରତିଭା — ୧. Genius.
- ୨. ବୃଦ୍ଧିବୃତ୍ତି —୨. Intellect; brain.
- ୩. ମନର ଭାବ —୩. Mental condition; mentality.
- ୪. ଦର୍ପ; ଗର୍ବ; ଅହଂକାର — ୪. Pride; arrogance.
- ୫. ଧୃଷ୍ଟତା —୫. Haughtiness; insubordination.
- ୬. ଅଭିମାନ —୬. Morosenses; sullenness.
ବିଶେଷଣ -
[ସମ୍ପାଦନା]ଦିମାକିଆ (ଦେଖ) - —Dimākiā (See)
[ଦ୍ରଷ୍ଟବ୍ୟ —ଓଡ଼ିଆରେ ଦିମାକ୍—ମନ୍ଦ ଅର୍ଥରେ ବ୍ୟବହୃତ ହୁଏ]