ଦୀପନ

ଉଇକିଅଭିଧାନ‌ରୁ

ଦୀପନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀପ୍ ଧାତୁ ଣିଜନ୍ତ ଦୀପି ଧାତୁ+ଭାବ. ଅନ)[ସମ୍ପାଦନା]

୧. ପ୍ରକାଶନ —୧. Illumination; shining.
୨. ଉତ୍ତେଜନ —୨. Exciting.
୩. ଉଦ୍ଦୀପନ; ଜଳାଇବା — ୩. Igniting; setting on fire.
୪. ତେଜପ୍ରକାଶ —୪. Radiance; effulgence.
୫. ଜଠରାଗ୍ନିକୁ ଉତ୍ତେଜିତ କରି କ୍ଷୁଧାବୃଦ୍ଧି କରାଇବା କର୍ମ — ୫. Stimulating the appetite and promoting digestion.
୬. ମୟୂରଶିଖା —୬. The tuft of feathers on the head of a peacock.
୭. ପିଆଜ —୭. Onion.
୮. ଅଗ୍ନିବର୍ଦ୍ଧକ ଔଷଧ — ୮. A tonic stimulating digestion.
୯. କାଶମର୍ଦ୍ଦ (ଦେଖ) - — ୯. Kāṡamardda (See)
୧. ତଗର ମୂଳ — ୧୦. The root of the Tagara plant.
୧୧. କୁଙ୍କୁମ —୧୧. Saffron.
୧୨. ମନ୍ତ୍ରର ଦଶଗୋଟି ସଂସ୍କାରରୁ ଏକତମ —୧୨. One of the ୧୦ conseractions of an esoteric formula.

[ଦ୍ରଷ୍ଟବ୍ୟ —ଏହା ନ କଲେ ମନ୍ତ୍ର ସିଦ୍ଧ ହୁଏ ନାହିଁ—ହିନ୍ଦୀ - ଶବ୍ଦ— ସାଗର]

୧୩. (ବୈଦ୍ୟକ) ପାରଦର ସପ୍ତମ ସଂସ୍କାର (ହିନ୍ଦୀ - ଶବ୍ଦସାଗର) — ୧୩. The act of purifying mercury for the weventh time for medicinal purposes.

ବିଶେଷଣ -[ସମ୍ପାଦନା]

୧. (+କର୍ତ୍ତୃ. ଅନ) ଉତ୍ତେଜକ; ଉଦ୍ଦୀପକ — ୧. Exciting; stimulating.
୨. ଜ୍ୱଳନକାରକ; ଦାହକ — ୨. Combustible; igniting.
୩. ଶୋଭାଜନକ —୩. Beautious; lustrous.
୬. ଅଗ୍ନିବର୍ଦ୍ଧକ; ଜୀର୍ଣ୍ଣକାରକ —୪. Digestive; helping digestion; stimulating the appetite.