ଦେଶୀୟ

ଉଇକିଅଭିଧାନ‌ରୁ

ଦେଶୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦେଶୀୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଦେଶ+ସମ୍ୱନ୍ଧାର୍ଥେ. ଈୟ)[ସମ୍ପାଦନା]

୧. ଦେଶ ସମ୍ୱନ୍ଧୀୟ —୧. Pertaining to a country.
୨. ସ୍ୱେଦେଶନିର୍ମିତ — ୨. Swadeshi; country-made.
୩. ସ୍ୱଦେଶୀୟ —୩. Local; indigenous.
୪. ଦେଶ ପ୍ରଚଳିତ —୪. Prevalent in a country.
୫. ମଫସଲୀ; ଗ୍ରାମ୍ୟ —୫. Provincial; rural.

=== ସଂସ୍କୃତ - ଅ. ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ)

ସ୍ଥାନୀୟ — Standing in or occuping the position of.

(ଯଥା—ସେ ମୋର ପିତୃ ଦେଶୀୟ ଅଟନ୍ତି)

ଦେଶଜ - ବିଶେଷଣ -[ସମ୍ପାଦନା]

ଦେଶଜ (ଦେଖ) - —Deṡaja (See)