ଦେଶୀୟ
ଦେଖଣା
ଦେଶୀୟ
ଉଚ୍ଚାରଣ
[ସମ୍ପାଦନା](ଦେଶୀୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦେଶ+ସମ୍ୱନ୍ଧାର୍ଥେ. ଈୟ)
[ସମ୍ପାଦନା]- ୧. ଦେଶ ସମ୍ୱନ୍ଧୀୟ —୧. Pertaining to a country.
- ୨. ସ୍ୱେଦେଶନିର୍ମିତ — ୨. Swadeshi; country-made.
- ୩. ସ୍ୱଦେଶୀୟ —୩. Local; indigenous.
- ୪. ଦେଶ ପ୍ରଚଳିତ —୪. Prevalent in a country.
- ୫. ମଫସଲୀ; ଗ୍ରାମ୍ୟ —୫. Provincial; rural.
=== ସଂସ୍କୃତ - ଅ. ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ)
ସ୍ଥାନୀୟ — Standing in or occuping the position of.
(ଯଥା—ସେ ମୋର ପିତୃ ଦେଶୀୟ ଅଟନ୍ତି)
ଦେଶଜ - ବିଶେଷଣ -
[ସମ୍ପାଦନା]ଦେଶଜ (ଦେଖ) - —Deṡaja (See)