ଦୋଗ୍ଧା
ଦେଖଣା
ଦୋଗ୍ଧା
ଉଚ୍ଚାରଣ
[ସମ୍ପାଦନା](ଦୋଗ୍ଧ୍ରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୁହ୍ ଧାତୁ+କର୍ତ୍ତୃ. ତୃ; ଦୋଗ୍ଧୃ ଶଦ୍ଦ ୧ମା.୧ବ)
- ୧. ଯେ ଦୁହେଁ —୧. One who milks; a milker.
- ୨. ବତ୍ସା; ବାଛୁରୀ —୨. Calf.
- ୩. ଗୋପାଳ; ଗଉଡ଼ —୩. Milkman.
- ୪. କବି —୪. Poet.
ବିଶେଷଣ -
[ସମ୍ପାଦନା]ଦୁହିଁବା ବ୍ୟକ୍ତି; ଦୁହାଳି —Milking.
ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଦୋଗଧା (ଦେଖ) - —Dogadhā (See)