ଧଡ୍ଧଡ୍
ଦେଖଣା
ଧଡ୍ଧଡ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧଡ୍ଧଡ୍
|
ଦେଶଜ - ଅ.—(ଧ୍ୱନ୍ୟରୁକରଣ)
[ସମ୍ପାଦନା]- ୧. ଛାତି ଥରିବାର ଶବ୍ଦ — ୧. Sound of palpitation of the heart.
- ୨. ଶୁଖିଲା ଚମଡ଼ାକୁ କାଠିରେ ପିଟିବର ଶବ୍ଦ ବା ଟାଆଁସା ଲୁଗା କଠିଣା ବସ୍ତୁରେ ବାଜିବାର ଶବ୍ଦ — ୨. Sound produced by striking a dry skin with a stick or by a stiff cloth striking against a hard thing.
- ୩. ଦୁଇଟା କଠିନ ବସ୍ତୁର ପରସ୍ପର ଆଘାତଜନିତ ଶବ୍ଦ — ୩. Sound produced by two hollow things clashing against each other; rumbling sound.
କାଳିଆ ବଳଦ ଗଲାରେ ହାଣ୍ଡି କୁଣ୍ଢେଇ ସମ୍ଭାଳି ଥବୁ ହାଣ୍ଡି ଧଡ଼ଧଡ଼ କଲା ରେ—ଶିଶୁଗୀତ
- ୪. ବୃଦ୍ଧାବସ୍ଥା ବା ରୋଗରୁ ଶରୀରର ଚମଡ଼ା ଶିଥିଳ ହେବା — ୪. Wrinkling or slackening of the skin of the body due to old age or sickness.
[ଦ୍ରଷ୍ଟବ୍ୟ —ଧଡ଼ଧଡ଼ଠାରୁ ଅନୁଚ୍ଚଶବ୍ଦକୁ ଧୁଡ୍ଧୂଡ୍ ବୋଲାଯାଏ ]