Jump to content

ଧତୁ

ଉଇକିଅଭିଧାନ‌ରୁ

ଧତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାତୁ)

[ସମ୍ପାଦନା]
୧. ମନୁଷ୍ୟର ମାନସିକ ପ୍ରକୃତି — ୧. Mental propensities.
୨. ଦୈହିକ ପ୍ରକୃତି; ଶରୀରସ୍ଥ ବାତ ପିତ୍ତ କଫ ଆଦି — ୨. Humours of the body; physical system.
୩. ଶୁକ୍ର; ବୀର୍ଯ୍ୟ; ରେତଃ —୩. Semen virile.
୪. ପ୍ରକୃତି —୪. Nature.
୫. ମନ୍ଦ ଅଭ୍ୟାସ; ଖୋଇ —୫. Bad habit.
୬. ଧାତୁ (ଦେଖ) - —୬. Dhātu (See)