ଧନ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ମଙ୍ଗଳମୟ; ଶୁଭସୁଚକ
  • ଭାଗ୍ୟବାନ
  • ସୌଭାଗ୍ୟଶାଳୀ
  • ସୁଖୀ
  • କୃତାର୍ଥ
  • ପ୍ରଶଂସନୀୟ; ଶ୍ଳାଘ୍ୟ
  • ଧାର୍ମିକ; ସାଧୁ; ପୁଣ୍ୟବାନ; ସୁକୃତୀ
  • ଧନ ଦେବାବାଲା; ଯାହାଙ୍କଠାରୁ ଧନ ମିଳେ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅଶ୍ଵକର୍ଣ୍ଣ ବୃକ୍ଷ
  • ବିଷ୍ଣୁ
  • ଧନିଆଁ
  • ନସ୍ତିକ

ବିଶେଷଣ (ଦେଶଜ)[ସମ୍ପାଦନା]

  • ସାଧୁ! ସାଧୁ! ବାହାବା!
  • ସାବାସ୍
  • ଧିକ୍! ଛି!

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସାଧୁବାଦ; ପ୍ରଶଂସାବାଦ
  • କୃତଜ୍ଞତାପନଧନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଧନ+ଯୋଗ୍ୟାର୍ଥେ ଯ)[ସମ୍ପାଦନା]

୧. ମଙ୍ଗଳମୟ, ଶୁଭସୂଚକ —୧. Auspicious.
୨. ଭାଗ୍ୟବାନ୍ —୨. Fortunate.
୩. ସୌଭାଗ୍ୟଶାଳୀ —୩. Blessed; affluent.
୪. ସୁଖୀ —୪. Happy.
୫. କୃତାର୍ଥ —୫. Successful.
୬. ପ୍ରଶଂସନୀୟ; ଶ୍ଳାଘ୍ୟ — ୬. Praiseworthy; esteemable.
୭. ଧାର୍ମିକ; ସାଧୁ; ପୁଣ୍ୟବାନ୍; ସୁକୃତୀ — ୭. Virtuous; pious.
୮. ଧନ ଦେବାବାଲା; ଯାହାଙ୍କଠାରୁ ଧନ ମିଳେ — ୮. Bestowing wealth.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଅଶ୍ୱକର୍ଣ୍ଣ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୧. Shorea Robusta (tree)
୨. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) — ୨. A name of Bishṇu.
୩. ଧନିଆଁ (ହିନ୍ଦୀ - ଶବ୍ଦସାଗର) —୩. Coriander.
୪. ନାସ୍ତିକ (ହିନ୍ଦୀ - ଶବ୍ଦସାଗର) —୪. An atheist.


[ଦ୍ରଷ୍ଟବ୍ୟ —ଏ ବିଶେଷଣ ଶବ୍ଦ କୌଣସି ବ୍ୟକ୍ତିକୁ ସାଧୁବାଦ କରିବା ସମ୍ପର୍କରେ ବ୍ୟବହୃତ ହୁଏ; ଯଥା—ତୁମ୍ଭେ ଧନ୍ୟ, ତୁମ୍ଭର ସାହସ ଧନ୍ୟ]

ଅନୁବାଦ[ସମ୍ପାଦନା]

(ଧନ୍ୟ ଧନ୍ୟ—ଅନ୍ୟରୂପ)

ଦେଶଜ - ଅ.[ସମ୍ପାଦନା]

୧. ସାଧୁ ! ସାଧୁ ! ବାହାବା ! —୧. Bravo !
୨. ସାବାସ୍ — ୨. Well done !
୩. (ବ୍ୟଙ୍ଗାର୍ଥ) ଧିକ୍ ! ଛି ! — ୩. (ironical) Fie !

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧନ୍ୟବାଦ)[ସମ୍ପାଦନା]

୧. ସାଧୁବାଦ; ପ୍ରଶଂସାବାଦ — ୧. Eulogy.
୨. କୃତଜ୍ଞତାଜ୍ଞାପନ —୨. Thanksgiving.