ଧନ୍ୟ
ଦେଖଣା
- ମଙ୍ଗଳମୟ; ଶୁଭସୁଚକ
- ଭାଗ୍ୟବାନ
- ସୌଭାଗ୍ୟଶାଳୀ
- ସୁଖୀ
- କୃତାର୍ଥ
- ପ୍ରଶଂସନୀୟ; ଶ୍ଳାଘ୍ୟ
- ଧାର୍ମିକ; ସାଧୁ; ପୁଣ୍ୟବାନ; ସୁକୃତୀ
- ଧନ ଦେବାବାଲା; ଯାହାଙ୍କଠାରୁ ଧନ ମିଳେ
- ଅଶ୍ଵକର୍ଣ୍ଣ ବୃକ୍ଷ
- ବିଷ୍ଣୁ
- ଧନିଆଁ
- ନସ୍ତିକ
ବିଶେଷଣ (ଦେଶଜ)
[ସମ୍ପାଦନା]- ସାଧୁ! ସାଧୁ! ବାହାବା!
- ସାବାସ୍
- ଧିକ୍! ଛି!
- ସାଧୁବାଦ; ପ୍ରଶଂସାବାଦ
- କୃତଜ୍ଞତାପନଧନ୍ୟ
ଉଚ୍ଚାରଣ
[ସମ୍ପାଦନା](ଧନ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଧନ+ଯୋଗ୍ୟାର୍ଥେ ଯ)
[ସମ୍ପାଦନା]- ୧. ମଙ୍ଗଳମୟ, ଶୁଭସୂଚକ —୧. Auspicious.
- ୨. ଭାଗ୍ୟବାନ୍ —୨. Fortunate.
- ୩. ସୌଭାଗ୍ୟଶାଳୀ —୩. Blessed; affluent.
- ୪. ସୁଖୀ —୪. Happy.
- ୫. କୃତାର୍ଥ —୫. Successful.
- ୬. ପ୍ରଶଂସନୀୟ; ଶ୍ଳାଘ୍ୟ — ୬. Praiseworthy; esteemable.
- ୭. ଧାର୍ମିକ; ସାଧୁ; ପୁଣ୍ୟବାନ୍; ସୁକୃତୀ — ୭. Virtuous; pious.
- ୮. ଧନ ଦେବାବାଲା; ଯାହାଙ୍କଠାରୁ ଧନ ମିଳେ — ୮. Bestowing wealth.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଶ୍ୱକର୍ଣ୍ଣ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୧. Shorea Robusta (tree)
- ୨. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) — ୨. A name of Bishṇu.
- ୩. ଧନିଆଁ (ହିନ୍ଦୀ - ଶବ୍ଦସାଗର) —୩. Coriander.
- ୪. ନାସ୍ତିକ (ହିନ୍ଦୀ - ଶବ୍ଦସାଗର) —୪. An atheist.
[ଦ୍ରଷ୍ଟବ୍ୟ —ଏ ବିଶେଷଣ ଶବ୍ଦ କୌଣସି ବ୍ୟକ୍ତିକୁ ସାଧୁବାଦ କରିବା ସମ୍ପର୍କରେ ବ୍ୟବହୃତ ହୁଏ; ଯଥା—ତୁମ୍ଭେ ଧନ୍ୟ, ତୁମ୍ଭର ସାହସ ଧନ୍ୟ]
ଅନୁବାଦ
[ସମ୍ପାଦନା](ଧନ୍ୟ ଧନ୍ୟ—ଅନ୍ୟରୂପ)
ଦେଶଜ - ଅ.
[ସମ୍ପାଦନା]- ୧. ସାଧୁ ! ସାଧୁ ! ବାହାବା ! —୧. Bravo !
- ୨. ସାବାସ୍ — ୨. Well done !
- ୩. (ବ୍ୟଙ୍ଗାର୍ଥ) ଧିକ୍ ! ଛି ! — ୩. (ironical) Fie !
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧନ୍ୟବାଦ)
[ସମ୍ପାଦନା]- ୧. ସାଧୁବାଦ; ପ୍ରଶଂସାବାଦ — ୧. Eulogy.
- ୨. କୃତଜ୍ଞତାଜ୍ଞାପନ —୨. Thanksgiving.