ଧାପ
Appearance
ଧାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ପ)
[ସମ୍ପାଦନା]- ୧. ପୀଡ଼ନ — ୧. Oppression.
- ୨. (ସଂସ୍କୃତ - ଧାବ୍ ଧାତୁ)— ସିଡିର ଗୋଟିଏ ପାହାଞ୍ଚ — ୨. One step of a staircase.
- ୩. ଦ୍ରୁତ ଗତି; ବେଗ — ୩. Velocity; swift motion.
- ୪. ଦଉଡ଼ିବା —୪. Running.
- ୫. କ୍ଷଣମାତ୍ର —୫. A moment.
- ୬. ଅତି ଅଳ୍ପ ମାତ୍ରା — ୬. A minute quantity.
- ୭. ଅତି ଅଳ୍ପ ପଥ ବା ଦୂରତ୍ୱ — ୭. A small distance.
ସଜ କରିଅଛନ୍ତି କୋଶେ ଦାପକୁ ବ୍ରଜନାଥ. ସମରତରଙ୍ଗ
- ୮. (ସଂସ୍କୃତ - ଧାବ୍ ଧାତୁ) ଧାବନ; ଦଉଡ଼ — ୮. Running.
- ୯. ଆକ୍ରମଣ —୯. Attack; onslaught.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଧାପେ (ଦେଖ) - Dhāpe (See)