ଧାର

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଯେ ଧରେ; ଧାରଣକାରୀ
  • ଯେ ବୋହିଯାଏ; ପ୍ରବାହିତ
  • ଗଭୀର; ଗହୀରା

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଋଣ
  • ଶେଷ ସୀମା
  • ଅସ୍ତ୍ରାଦିର ତିକ୍ଷ୍ନାଂଶ; ଦାଢ଼
  • ତୀର
  • ତୀକ୍ଷଣତା; ପ୍ରାଖର୍ଯ୍ୟ
  • ଦ୍ରବ ବସ୍ତୁର ଅବିରଳ ଜଳାଦି ଧାର
  • ବୃଷ୍ଟି ଜଳ
  • ଏକ ପ୍ରକାର ପଥର
  • ଗଭୀରତା
  • ନଦୀ ବା ଖାଲର ଉଚ୍ଚ ତଟ; ଅତଡା
  • ବରଫ
  • ବିଷ୍ଣୁର ଏକ ନାମ
  • ଗଭୀର ସ୍ଥାନ
  • ଜୋରରେ ପାଣି ବରଷିବା; ମୂଷଲଧାରରେ ବର୍ଷା
  • ଜଳାଶୟାଦିରେ ଏକତ୍ର ହୋଇଥିବା ବର୍ଷା ଜଳ
  • ପ୍ରାନ୍ତ; ପ୍ରଦେଶ

ବିଶେଷ୍ୟ (ବିଶେଷ୍ୟ)[ସମ୍ପାଦନା]

  • ନଦୀ ସ୍ରୋତ
  • ଖରା ଦିନେ ନଦୀର ପାଣି ବହି ଯାଉଥିବା ସ୍ଥାନ; ଖରା ଦିନେ ନଦୀ ଜଳର ପ୍ରବାହିତ ସ୍ରୋତ
  • ଉଧାର; ବିନା ସୁଧରେ ଟଙ୍କା ଆଦି କରଜ
  • ପିମ୍ପୁଡି, ଜନ୍ଦା, ମାଛ ଆଦିଙ୍କର ଗୋଟିକ ପରେ ଗୋଟିଏ ଅବିଛନ୍ନ ରୁପେ ଚାଲୁଥିବା ରେଖାଧାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଯେ ଧରେ; ଧାରଣକାରୀ — ୧. Holding; supporting; containing.

[ ଦ୍ର—ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୂଜ୍ୟ ହୁଏ]

୨. ଯେ ବୋହିଯାଏ; ପ୍ରବାହିତ — ୨. Streaming; flowing (Apte).
୩. ଗଭୀର; ଗହୀରା (ହିନ୍ଦୀ - ଶବ୍ଦସାଗର) — ୩. Deep.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (+କର୍ମ. ଅ) ଋଣ —୧. Loan; debt.
୨. ଶେଷ ସୀମା — ୨. Limit; boundary; border.
୩. ଅସ୍ତ୍ରାଦିର ତୀକ୍ଷାଂଶ; ଦାଢ଼ — ୩. Edge; sharp edge.
୪. ତୀର —୪. Bank.
୫. ତୀକ୍ଷଣତା; ପ୍ରାଖର୍ଯ୍ୟ — ୫. Kneeness; sharpness.
୬. ଦ୍ରବ ବସ୍ତୁର ଆବିରଳ ଜଳାଦି ଧାର — ୬. A continuous flow of a liquid.
୭. ବୃଷ୍ଟି ଜଳ —୭. Rain water.
୮. ଏକପ୍ରକାର ପଥର — ୮. A kind of stone.
୯. ଗଭୀରତା —୯. Depth.
୧୧. ନଦୀ ବା ଖାଲର ଉଚ୍ଚ ତଟ; ଅତଡ଼ା — ୧୧. Precipitous edge of a river or declivity.
୧୨. ବରଫ —୧୨. Snow; hail (Apte).
୧୩. ବିଷ୍ଣୁର ଏକ ନାମ — ୧୩. An epithet of Bishṇu.
୧୪. ଗଭୀର ସ୍ଥାନ —୧୪. A deep place.
୧୫. ଜୋରରେ ପାଣି ବରଷିବା; ମୁଷଳଧାରାରେ ବର୍ଷା (ହିନ୍ଦୀ - ଶ) — ୧୫. Heavy downpour or shower.
୧୬. ଜଳାଶୟାଦିରେ ଏକତ୍ର ହୋଇଥିବା ବର୍ଷା ଜଳ (ହିନ୍ଦୀ - ଶବ୍ଦସାଗର) — ୧୬. Rain water accumulated in a tank.

[ ଦ୍ର—ବୈଦୀକ ମତରେ ଏହା ତ୍ରୀ ଦୋଷନାଶକ, ଲଘୁ, ରସାୟନ, ବଳକାରକ, ତୃପ୍ତିକର, ପାଚକ ଓ ମୂର୍ଛା, ତଦ୍ରା, ଦାହ, କ୍ଳାନ୍ତିଓ ତୃଷା ନିବାରକ ଶ୍ରାବଣ ଓ ଭାଦ୍ରବରେ ଏ ଜଳବିଶେଷ ଉପକାରୀହିନ୍ଦୀ - ଶବ୍ଦସାଗର]

୧୭. ପ୍ରାନ୍ତ; ପ୍ରଦେଶ (ହିନ୍ଦୀ - ଶବ୍ଦସାଗର) — ୧୭. Province; part of a country.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାରା)[ସମ୍ପାଦନା]

୧. ନଦୀ ସ୍ରୋତ — ୧. Current of a river.
୨. ଖରାଦୀନେ ନଦୀର ପାଣି ବହି ଯାଉଥିବା ସ୍ଥାନ; ଖରାଦିନେ ନଦୀ ଜଳର ପ୍ରବାହିତ ସ୍ରୋତ — ୨. A current of water of a river running in dry season.
୩. ଉଧାର;ବିନା ସୁଧରେ ଟଙ୍କା ଆଦି କରଜ — ୩. Loan of money or any article without interest.
୪. ପିମ୍ପୁଡି, ଜନ୍ଦା, ମାଛ ଆଦିଙ୍କର ଗୋଟିକପରେ ଗୋଟିଏ ଅବିଚ୍ଛିନ୍ନ ରୂପେ ଚାଲୁଥିବା ରେଖା (ଯଥା—ପିମ୍ପୁଡି ଧାର, ଜନ୍ଦା ଧାର) —୪. A continuous line of ants, fish etc following each other.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ତାଳବାହୁଙ୍ଗାର ଭିତର ଅଂଶରୁ କଢାଯିବା ଲଇ —The tenacious fibres from the inner rind of the stalks of palm branches.