Jump to content

ଧିକ୍କୃତ

ଉଇକିଅଭିଧାନ‌ରୁ

ଧିକ୍କୃତ

ଉଚ୍ଚାରଣ

[ସମ୍ପାଦନା]
(ଧିକ୍କୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ଧିକ୍+କୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଭର୍ତ୍ସତ — ୧. Rebuked; abused; censured.
୨. ଅବଜ୍ଞାତ —୨. Treated with contempt; cried down.

ସଂସ୍କୃତ - ବିଶେଷ୍ୟ - (ଭାବ. ତ)

[ସମ୍ପାଦନା]

ଧିକ୍କାର (ଦେଖ) - —Dhikkāra (See)