ଧୁରୀୟ
ଦେଖଣା
ଧୁରୀୟ
ଉଚ୍ଚାରଣ
[ସମ୍ପାଦନା](ଧୁରୀୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ଧୁର୍+ଯୋଗ୍ୟାର୍ଥରେ ଈୟ)
[ସମ୍ପାଦନା]ଧୁରନ୍ଧର (ଦେଖ) - Dhurandhara (See)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅନଡ଼୍ୱାହ; ବଡ଼ ଅଣ୍ଡିରା ବାଛୁରୀ; ଦାମୁଡ଼ି — ୧. A young bullock.
- ୨. ଷଣ୍ଢ —୨. Bull.
[[]] ୩ ଧୁରନ୍ଧର ]] ୧ ୨ ୪: (ଦେଖ) - ୩. Dhurandhara ୧, ୨, & ୪ (See)