ଧୂମ୍ର

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଧୂଆଁ ପରି କୃଷ୍ଣଲୋହିତ ବର୍ଣ୍ଣ
  • ପାଉଁଶିଆ; ପାଣ୍ତୁର
  • ବାଇଁଗଣୀ ରଙ୍ଗର
  • ଅନ୍ଧକାର ମୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଧୂଆଁର ବର୍ଣ୍ଣ
  • ବାଇଁଗଣୀ ରଙ୍ଗ
  • କୃଷ୍ଣଲୋହିତ ବର୍ଣ୍ଣ
  • ଶିବ
  • ପାପ
  • ଦୁଷ୍ଟତା; ଖଳତାଧୂମ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୂମ୍ରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଧୂମ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହା ଧୂଆଁର ବର୍ଣ୍ଣକୁ ଗ୍ରହଣ କରିଅଛି)[ସମ୍ପାଦନା]

୧. ଧୂଆଁ ପରି କୃଷ୍ଣଲୋହିତ ବର୍ଣ୍ଣ — ୧. Smoke-coloured; deep purple; dark-red.
୨. ପାଉଁଶିଆ; ପାଣ୍ଡୁର —୨. Grey.
୩. ବାଇଁଗଣୀ ରଙ୍ଗର (ପ୍ରକୃତିବାଦ) —୩. Violet.
୪. ଅନ୍ଧକାରମୟ —୪. Dark, obscure.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଧୂଆଁର ବର୍ଣ୍ଣ — ୧. The colour of smoke.
୨. ବାଇଁଗଣୀ ରଙ୍ଗ —୨. Violet colour.
୩. କୃଷ୍ଣଲୋହିତ ବର୍ଣ୍ଣ — ୩. Dark-red colour; deep purple colour.


୪. ଶିବ —୪. Ṡiba
୫. ପାପ —୫. Sin; vice (Apte)
୬. ଦୁଷ୍ଟତା; ଖଳତା — ୬. Wickedness (Apte)