ଧୃତ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ହାତରେ ଧରା ହୋଇ ଥିବା
  • ଗୃହିତ
  • ସ୍ଥାପିତ
  • ପିନ୍ଧା ଯାଇଥିବା; ପରିହିତ
  • ଆଲୋଚିତ; ବିବେଚିତ
  • ଗିରଫ୍ କରଯାଇ ଥିବା
  • ବାହିତ
  • ପାଳିତ; ଆଚରିତ
  • ଅବରୁଦ୍ଧ
  • ରକ୍ଷିତ
  • ଅଭ୍ୟସ୍ତ
  • ଓଜନ କରା ଯାଇ ଥିବା
  • ଅଧିକୃତ
  • ଅବଲମ୍ବିତ
  • ସ୍ଥିତ
  • ପତିତ
  • ନିଶ୍ଚିତ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଧାରଣ
  • ଗ୍ରହଣ
  • ତ୍ରୟୋଦଶ ମନୁଙ୍କର ଜନୈକ ପୁତ୍ର
  • ଦ୍ରୁହ୍ୟୁ ବଂଶୀୟ ଧର୍ମଙ୍କ ପୁତ୍ର; ନୃପବିଶେଷ
  • ଏକ ପ୍ରକାର ଯୁଦ୍ଧ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଧାରଣକାରୀଧୃତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଧ଼ୃ ଧାତୁ+କର୍ମ. ତ)[ସମ୍ପାଦନା]

୧. ହାତରେ ଧରା ହୋଇ ଥିବା —୧. Held; caught; seized by the hand.
୨. ଗୃହୀତ —୨. Taken; accepted.
୩. ସ୍ଥାପିତ —୩. Placed; deposited.
୪. ପିନ୍ଧା ଯାଇଥିବା; ପରିହିତ —୪. Worn; put on.
୫. ଆଲୋଚିତ; ବିବେଚିତ — ୫. Considered; discussed.
୬. ଗିରଫ୍ କରାଯାଇ ଥିବା —୬. Arrested.
୭. ବାହିତ —୭. Borne; carried.
୮. ପାଳିତ; ଆଚରିତ —୮. Maintained; observed.
୯. ଅବରୁଦ୍ଧ —୯. Beseiged.
୧. ରକ୍ଷିତ —୧୦. Preserved; kept.
୧୧. ଅଭ୍ୟସ୍ତ —୧୧. Practised; habituated.
୧୨. ଓଜନ କରା ଯାଇ ଥିବା —୧୨. Weighed.
୧୩. ଅଧିକୃତ —୧୩. Possessed.
୧୪. ଅବଲମ୍ୱିତ —୧୪. Resorted to.


୧୫. (+କର୍ତ୍ତୃ. ତ)—ସ୍ଥିତ —୧୫. Situated.
୧୬. ପତିତ (ହିନ୍ଦୀ - ଶ) —୧୬. Fallen.
୧୭. ନିଶ୍ଚିତ —୧୭. Settled; ascertained.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)[ସମ୍ପାଦନା]

୧. ଧାରଣ — ୧. Containing: holding.
୨. ଗ୍ରହଣ —୨. Acceptance.
୩. ତ୍ରୟୋଦଶ ମନୁଙ୍କ ଜନୈକ ପୁତ୍ର — ୩. A son of the thirteenth Manu.
୪. ଦ୍ରୁହ୍ୟୁ ବଂଶୀୟ ଧର୍ମଙ୍କ ପୁତ୍ର; ନୃପବିଶେଷ (ଭାଗବତ) — ୪. The name of a king of ancient India.
୫. ଏକପ୍ରକାର ଯୁଦ୍ଧ — ୫. A mode of fighting (Apte)

ଦେଶଜ - (ପଦ୍ୟ) ବିଶେଷଣ -[ସମ୍ପାଦନା]

ଧାରଣକାରୀ — One who puts on anything; wearing.

ରଘୁନାଥ ହେ ଘନଶ୍ୟାମ ପୀତବାସ ଧୃତ ହେ ବିଶ୍ୱନାଥ, ବିଚିତ୍ରରାମାୟଣ