ନଇଲା

ଉଇକିଅଭିଧାନ‌ରୁ

ନଇଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ)[ସମ୍ପାଦନା]

୧. ପଇଟିଲା ନାହିଁ ଆସିଲା ନାହିଁ — ୧. Is not mastered or got by heart.
୨. ନ ଆସିଲା; ଆସିଲା ନାହିଁ — ୨. Did not come.
୩. ନ ହେଲା; ନୋହିଲା —୩. Did not happen.
୪. ଆସିନାହିଁ —୪. Has not come.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ନହଲା (ଦେଖ) - —Nahalā (See)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନ ଘଟିବା (କଥା) — ୧. (a thing) Which has not happened.
୨. ଯାହା ପଇଟି ନ ଥାଏ — ୨. That which has not been mastered or got by heart.