ନଇଲା
ଦେଖଣା
ନଇଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ)
[ସମ୍ପାଦନା]- ୧. ପଇଟିଲା ନାହିଁ ଆସିଲା ନାହିଁ — ୧. Is not mastered or got by heart.
- ୨. ନ ଆସିଲା; ଆସିଲା ନାହିଁ — ୨. Did not come.
- ୩. ନ ହେଲା; ନୋହିଲା —୩. Did not happen.
- ୪. ଆସିନାହିଁ —୪. Has not come.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନହଲା (ଦେଖ) - —Nahalā (See)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନ ଘଟିବା (କଥା) — ୧. (a thing) Which has not happened.
- ୨. ଯାହା ପଇଟି ନ ଥାଏ — ୨. That which has not been mastered or got by heart.