ନକସ

ଉଇକିଅଭିଧାନ‌ରୁ

ନକସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନକସ୍)[ସମ୍ପାଦନା]

୧. ଗଞ୍ଜାପା ଖେଳରେ ଏକଅବସ୍ଥା — ୧. A state of the distribution of cards in a game at Gan̄japā when some cards on one player tally with those of another.

[ଦ୍ରଷ୍ଟବ୍ୟ —ଏଥିରେ ୩\୪: ଜଣ ଖେଳନ୍ତି ଦୁଇଜଣ ଖେଳାଳିଙ୍କ ଟିପ ଗଣନାରେ ୧୭: ହେଲେ ଏବଂ ଜଣକର ଏକାକୁ ଅନ୍ୟ ଜଣକର ଏକା, ରାଜାକୁ ରାଜା, ମନ୍ତ୍ରୀ ଓ ଦଶକି ଦଶାସର ମେଳ ହେଲେ ନକସ ହୁଏ]

୨. ହାତରେ ପିନ୍ଧିବା ଚିତ୍ରିତ କାଚବଳୟ — ୨. Ornamental glass bangle with various designs worked on it.

ବିଶେଷଣ -[ସମ୍ପାଦନା]

ନକସୀ (ଦେଖ) - —Nakasī (See)

ସୁନା ରୂପା ନକସ କାଳି ଛୁରୀ ଖଣ୍ଡା ଅଣ୍ଟାରେ ବହି ମରିଛନ୍ତି କେତେ ଭେଣ୍ଡା—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ