ନକସା

ଉଇକିଅଭିଧାନ‌ରୁ

ନକସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ସା)[ସମ୍ପାଦନା]

୧. ଅଙ୍କିତ ଚିତ୍ର — ୧. A drawing.
୨. ଅଙ୍କିତ ପ୍ରତିମୂର୍ତ୍ତି; ଛବି —୨. Picture.
୩. ଭୂମି ବା ଦେଶ ଆଦିର ଚିତ୍ର — ୩. A plan; map; sketch.
୪. ସୁକ୍ଷ୍ମ କାରୁକାର୍ଯ୍ୟ —୪. Artistic design.
୫. ଆଦର୍ଶ —୫. A design; pattern.
୬. ଛଇ; କୌତୁକ; ତାମସା —୬. Jest; sport.

ବିଶେଷଣ -[ସମ୍ପାଦନା]

ନକସୀ (ଦେଖ) - —Nakasī (See)