ନକ୍ତ
ଦେଖଣା
ନକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ନଜ୍ ଧାତୁ=ଲଜ୍ଜିତ ହେବା+ଅଧିକରଣ. ତ)
[ସମ୍ପାଦନା]- ୧. ରାତି —୧. Night.
- ୨. ଯେଉଁ ସମୟରେ ମୁହୂର୍ତ୍ତ ମାତ୍ର ଦିନ ବାକି ଥାଏ; ସନ୍ଧ୍ୟା— ଗମ ସମୟ —୨. Evening; nightfall; dusk.
- ୪. ଶିବ (ହି, ଶବ୍ଦସାଗର) —୪. Ṡiba.
- ୫. ରାଜା ପୃଥୁଙ୍କର ଏକ ପୁତ୍ର — ୫. Name of a son of king Pṛuthu.
(ନକ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନଜ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]ଲଜ୍ଜିତ — Ashamed.
- ୩. ନକ୍ତବ୍ରତ (ଦେଖ) - —୩. Nakta brata (See)