ନଖାଶୀ
(ନଖାଶିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - (ନଖ+ ଅଶ୍ ଧାତୁ ଭୋଜନ କରିବା+ କର୍ତ୍ତୃ. ଇନ୍; ୧ମା. ୧ବ)
ଯେ ଖାଇବାବେଳେ କେବଳ ନଖ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରେ)—ପେଚକ; ପେଚା —Owl.
ନଖଖାଦୀ (ଦେଖ) - Nakhakhādī (see)