ନଖ ଛାଡ଼ିବା
ଦେଖଣା
ନଖ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଖ ଛାଡ଼ିବା
|
ନଖ ରଖିବା, ନଖ ବଢ଼ା(ଢ଼େ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ନଖକୁ ନ କାଟିବା; ନଖକୁ ନ କାଟି ବଢ଼ିବାକୁ ଦେବା —To let the nails grow (without clipping them).
[ଦ୍ରଷ୍ଟବ୍ୟ —କେହି କେହି କୌଣସି ଦେବତାଙ୍କଠାରେ ମାନସିକ କରି ଅଭୀଷ୍ଟସିଦ୍ଧି ନ ହେବା ପର୍ଯ୍ୟନ୍ତ ନଖ ଛାଡ଼ନ୍ତି]