ନଗଦାନଗଦ

ଉଇକିଅଭିଧାନ‌ରୁ

ନଗଦାନଗଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ନଗଦାନଗଦି—ଅନ୍ୟରୂପ)

=== ବୈଦେଶିକ - ବିଶେଷଣ - (ଆରବୀ - ନକ୍ଦ)

୧. ସଙ୍ଗେ ସଙ୍ଗେ ଦିଆଯିବା — ୧. Paid in cash.
୨. ଅଳ୍ପକାଳ ପୂର୍ବେ ଘଟିଥିବା — ୨. Recent.
୩. ସମସାମୟିକ; ସଙ୍ଗେ ସଙ୍ଗେ ଘଟିବା — ୩. Simultaneous.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ନଗଦ (ଦେଖ) - Nagada (See)