Jump to content

ନବ୍ୟ

ଉଇକିଅଭିଧାନ‌ରୁ
  • ନବୀନ; ନୂତନ
  • ଇଦାନୀନ୍ତନ; ଆଧୁନିକ
  • ଅପ୍ରବୀଣ; ଅଳ୍ପବୟସ୍କ; ଯୁବକ
  • ସଜ; ତଟକା
  • ଆଧୁନିକ ଶିକ୍ଷା ବା ସଭ୍ୟତାରେ ଦୀକ୍ଷିତ
  • ଅଳ୍ପଦିନ ହେଲା ଘଟିଥିବା
  • ସ୍ତୁତ ହେବାର ଯୋଗ୍ୟ
  • ସ୍ତବ


ନବ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନବ୍ୟା—ସ୍ତ୍ରୀ) 

[ନବ୍ୟତା(ହ)—ବି]

ସଂସ୍କୃତ - ବିଶେଷଣ - (ନବ=ନୁତନ+ସ୍ୱାର୍ଥରେ ଯ)

[ସମ୍ପାଦନା]
୧. ନବୀନ; ନୂତନ —୧. New.
୨. ଇଦାନୀନ୍ତନ; ଆଧୁନିକ —୨. Modern.
୩. ଅପ୍ରବୀଣ; ଅଳ୍ପବୟସ୍କ; ଯୁବକ — ୩. Raw; young.
୪. ସଜ; ତଟକା —୪. Fresh.
୫. ଆଧୁନିକ ଶିକ୍ଷା ବା ସଭ୍ୟତାରେ ଦୀକ୍ଷିତ — ୫. Trained in the lines of modern civilization or education.
୬. ଅଳ୍ପଦିନ ହେଲା ଘଟିଥିବା —୬. Recent.
୭. (ନୁ ଧାତୁ=ସ୍ତୁତି କରିବା+କର୍ମ. ଯ)—ସ୍ତୁତ ହେବାର ଯୋଗ୍ୟ —୭. Fit to be prayed to.

ସଂସ୍କୃତ - ବିଶେଷ୍ୟ - (ନୁ ଧାତୁ+ଭାବ. ଯ)

[ସମ୍ପାଦନା]

ସ୍ତବ ===