ନର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମାନବ; ମନୁଷ୍ୟ
  • ବିଷ୍ଣୁ
  • ଅର୍ଜୁନ
  • ସୀମାନିର୍ଦ୍ଦେଶକ ଖୁଣ୍ଟି
  • ପରମାତ୍ମା
  • ସତରଞ୍ଜି ଖେଳର ଗୋଟି
  • ସୂର୍ଯ୍ୟଘଡିର ଛାୟାନିର୍ଦ୍ଦେଶକ ଶଙ୍କୁ
  • ମନୁଷ୍ୟର ଉଚ୍ଚତା; ପୁରୁଷ
  • ଧର୍ମରାଜ ଓ ଦକ୍ଷପ୍ରଜାପତିଙ୍କର ଏକ କନ୍ୟାଙ୍କଠାରୁ ଜାତ ପୌରାଣିକ ଋଷିବିଶେଷ
  • ଘୋଡା
  • ବ୍ୟକ୍ତିବାଚକ ଅନ୍ତ୍ୟପଦ
  • ରୋହିଷ
  • ସେବକ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଅଣ୍ତିରା ଜୀବ
  • ଫକ୍ତି; ସୂତା; ସରି

ବିଶେଷଣ (ଦେଶଜ)[ସମ୍ପାଦନା]

  • ଅଣ୍ତିରା; ମର୍ଦ୍ଦନର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନାରୀ—ସ୍ତ୍ରୀ) (ମାଦୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ନ ଧାତୁ=ନେବା; ପାଇବା+କର୍ତ୍ତୃ. ଅ; ଯେ ଆତ୍ମୋନ୍ନତି ପ୍ରାପ୍ତ ହୁଏ)[ସମ୍ପାଦନା]

୧. ମାନବ; ମନୁଷ୍ୟ — ୧. Man; human being.
୨. ବିଷ୍ଣୁ —୨. Bishṇu.
୩. ଅର୍ଜୁନ —୩. Arjuna.
୪. ସୀମାନିର୍ଦ୍ଦେଶକ ଖୁଣ୍ଟି —୪. A boundary pillar.
୫. ପରମାତ୍ମା —୫. The Supreme Sprite.
୬. ସତରଞ୍ଜି ଖେଳରେ ଗୋଟୀ — ୬. A man or piece at chess (Apte)
୭. ସୂର୍ଯ୍ୟଘଡ଼ିର ଛାୟାନିର୍ଦ୍ଦେଶକ ଶଙ୍କୁ — ୭. The pin of a sundial; gnomon (Apte)
୮. ମନୁଷ୍ୟ ଉଚ୍ଚତା; ପୁରୁଷ (ଯଥା—ପୁରୁଷ ପାଣି) — ୮. A man's height.
୯. ଧର୍ମରାଜ ଓ ଦକ୍ଷପ୍ରଜାପତିଙ୍କର ଏକ କନ୍ୟାଙ୍କଠାରୁ ଜାତ ପୌରାଣିତ ଋଷିବବିଶେଷ —୯. Name of a primitive sage.

[ଦ୍ରଷ୍ଟବ୍ୟ —ଏ ବିଷ୍ଣୁଙ୍କର ଅଂଶାବତାର ଥିଲେ ଓ ନାରାୟଣ ନାମରେ ଏହାଙ୍କର ଏକ ଭାଇ ଥିଲେ ହିନ୍ଦୀ - ଶବ୍ଦସାଗର]

୧. ଘୋଡ଼ା —୧୦. A horse (Apte).
୧. (ବ୍ୟାକରଣ) ବ୍ୟକ୍ତିବାଚକ ଅନ୍ତ୍ୟପଦ — ୧୧. (grammar) A personal termination.
୧୨. ରୋହିଷ (ହିନ୍ଦୀ - ଶ.) (ଦେଖ) - — ୧୨. Rohisha (See)
୧୩. ସେବକ (ହିନ୍ଦୀ - ଶ.) — ୧୩. Servant; boy servant; men servant.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅଣ୍ଡିରା ଜୀବ —୧. Male animal.
୨. (ସଂସ୍କୃତ - ଲହରୀ) ଫକ୍ତି; ସୂତା; ସରି — ୨. String (of beads or necklace).

ଦେଶଜ - ବିଶେଷଣ -[ସମ୍ପାଦନା]

ଅଣ୍ଡିରା; ମର୍ଦ୍ଦ; (ଜୀବ) — A male (animal).