ନର
ଦେଖଣା
- ମାନବ; ମନୁଷ୍ୟ
- ବିଷ୍ଣୁ
- ଅର୍ଜୁନ
- ସୀମାନିର୍ଦ୍ଦେଶକ ଖୁଣ୍ଟି
- ପରମାତ୍ମା
- ସତରଞ୍ଜି ଖେଳର ଗୋଟି
- ସୂର୍ଯ୍ୟଘଡିର ଛାୟାନିର୍ଦ୍ଦେଶକ ଶଙ୍କୁ
- ମନୁଷ୍ୟର ଉଚ୍ଚତା; ପୁରୁଷ
- ଧର୍ମରାଜ ଓ ଦକ୍ଷପ୍ରଜାପତିଙ୍କର ଏକ କନ୍ୟାଙ୍କଠାରୁ ଜାତ ପୌରାଣିକ ଋଷିବିଶେଷ
- ଘୋଡା
- ବ୍ୟକ୍ତିବାଚକ ଅନ୍ତ୍ୟପଦ
- ରୋହିଷ
- ସେବକ
- ଅଣ୍ତିରା ଜୀବ
- ଫକ୍ତି; ସୂତା; ସରି
ବିଶେଷଣ (ଦେଶଜ)
[ସମ୍ପାଦନା]- ଅଣ୍ତିରା; ମର୍ଦ୍ଦନର
ଉଚ୍ଚାରଣ
[ସମ୍ପାଦନା](ନାରୀ—ସ୍ତ୍ରୀ) (ମାଦୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ନ ଧାତୁ=ନେବା; ପାଇବା+କର୍ତ୍ତୃ. ଅ; ଯେ ଆତ୍ମୋନ୍ନତି ପ୍ରାପ୍ତ ହୁଏ)
[ସମ୍ପାଦନା]- ୧. ମାନବ; ମନୁଷ୍ୟ — ୧. Man; human being.
- ୨. ବିଷ୍ଣୁ —୨. Bishṇu.
- ୩. ଅର୍ଜୁନ —୩. Arjuna.
- ୪. ସୀମାନିର୍ଦ୍ଦେଶକ ଖୁଣ୍ଟି —୪. A boundary pillar.
- ୫. ପରମାତ୍ମା —୫. The Supreme Sprite.
- ୬. ସତରଞ୍ଜି ଖେଳରେ ଗୋଟୀ — ୬. A man or piece at chess (Apte)
- ୭. ସୂର୍ଯ୍ୟଘଡ଼ିର ଛାୟାନିର୍ଦ୍ଦେଶକ ଶଙ୍କୁ — ୭. The pin of a sundial; gnomon (Apte)
- ୮. ମନୁଷ୍ୟ ଉଚ୍ଚତା; ପୁରୁଷ (ଯଥା—ପୁରୁଷ ପାଣି) — ୮. A man's height.
- ୯. ଧର୍ମରାଜ ଓ ଦକ୍ଷପ୍ରଜାପତିଙ୍କର ଏକ କନ୍ୟାଙ୍କଠାରୁ ଜାତ ପୌରାଣିତ ଋଷିବବିଶେଷ —୯. Name of a primitive sage.
[ଦ୍ରଷ୍ଟବ୍ୟ —ଏ ବିଷ୍ଣୁଙ୍କର ଅଂଶାବତାର ଥିଲେ ଓ ନାରାୟଣ ନାମରେ ଏହାଙ୍କର ଏକ ଭାଇ ଥିଲେ ହିନ୍ଦୀ - ଶବ୍ଦସାଗର]
- ୧. ଘୋଡ଼ା —୧୦. A horse (Apte).
- ୧. (ବ୍ୟାକରଣ) ବ୍ୟକ୍ତିବାଚକ ଅନ୍ତ୍ୟପଦ — ୧୧. (grammar) A personal termination.
- ୧୨. ରୋହିଷ (ହିନ୍ଦୀ - ଶ.) (ଦେଖ) - — ୧୨. Rohisha (See)
- ୧୩. ସେବକ (ହିନ୍ଦୀ - ଶ.) — ୧୩. Servant; boy servant; men servant.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଣ୍ଡିରା ଜୀବ —୧. Male animal.
- ୨. (ସଂସ୍କୃତ - ଲହରୀ) ଫକ୍ତି; ସୂତା; ସରି — ୨. String (of beads or necklace).
ଦେଶଜ - ବିଶେଷଣ -
[ସମ୍ପାଦନା]ଅଣ୍ଡିରା; ମର୍ଦ୍ଦ; (ଜୀବ) — A male (animal).