ନାଡ଼ୀ
ଦେଖଣା
ନାଡ଼ୀ
ଉଚ୍ଚାରଣ
[ସମ୍ପାଦନା](ନାଡ଼ି, ନାଡ଼ିକା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ନଡ଼୍ ଧାତୁ ଣିଚ+ଈ)
[ସମ୍ପାଦନା]ନାଡ଼ି (ଦେଖ) - Nāṟḍ̠i (See)
- ୧. ଧମନୀ; ଶିରା —୧. Vein.
- ୨. ଗଣ୍ଡ ଦୁର୍ବା —୨. A kind of grass.
- ୩. (ବୈଦକ) ନଳିତା (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୩. Jute.
- ୪. ହିଙ୍ଗୁପତ୍ରୀ (ଦେଖ) - (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୪. Hiṅgupatrī (See)