Jump to content

ନିଃଶେଷ

ଉଇକିଅଭିଧାନ‌ରୁ
  • ଶେଷରହିତ; ଯହିଁର କୌଣସି ଅଂଶ ବାକି ରହି ଯାଇନାହିଁ
  • ସମସ୍ତ
  • ସମ୍ପୂର୍ଣ୍ଣ
  • ସମ୍ପୂର୍ଣ୍ଣରୂପେ କ୍ଷୟିତ; ବିନଷ୍ଟ
  • ସମାପ୍ତ
  • ସମ୍ପୁର୍ଣ୍ଣରୂପେ ବ୍ୟୟିତ

ବିଶେଷଣ.କ୍ରିୟା (ସଂସ୍କୃତ)

[ସମ୍ପାଦନା]
  • ସମ୍ପୂର୍ଣ୍ଣରୂପେ
  • କିଛି ବାକି ନ ରଖି
  • ସମାପ୍ତି
  • ସର୍ବନାଶ
  • ସରିଯିବା ଅବସ୍ଥାନିଃଶେଷ

ଉଚ୍ଚାରଣ

[ସମ୍ପାଦନା]

(ନିଃଶେଷଣ—ଅନ୍ୟରୂପ)

(ନିଃଶେଷତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଶେଷ)

[ସମ୍ପାଦନା]
୧. ଶେଷରହିତ; ଯହିଁର କୌଣସି ଅଂଶ ବାକି ରହି ଯାଇନାହିଁ — ୧. Without remainder.
୨. ସମସ୍ତ —୨. Entire; whole.
୩. ସମ୍ପୂର୍ଣ୍ଣ —୩. Complete.
୪. ସମ୍ପୂର୍ଣ୍ଣରୂପେ; ବିନିଷ୍ଟ — ୪. Completely destroyed.

ନୋହିଲେ ତୁ ପରିତ୍ରାଣ, ନିର୍ଦ୍ଦେୟ ନତନବାଣ ନିଃଶେଷକଲାଟି ଦେହଲହା କବିସୂର୍ଯ୍ୟ କିଶୋରୀଚମ୍ପୂ ଗୀତ


୫. ସମାପ୍ତ —୫. Finished.
୬. ସମ୍ପୂର୍ଣ୍ଣରୂପେ ବ୍ୟୟିତ —୬. Exhausted.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଃଶେଷତା)

[ସମ୍ପାଦନା]
୧. ସମାପ୍ତି — ୧. Completion.
୨. ସବର୍ନାଶ —୨. Complete destruction; ruin.
୩. ସରିଯିବା ଅବସ୍ଥା —୩. Exhaustion.

ସଂସ୍କୃତ - କ୍ରି.ବିଶେଷଣ - (ନିଃଶେଷଂ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣରୂପେ — ୧. Completely; totally.
୨. କିଛ ବାକି ନ ରଖି — ୨. Without leaving any remainder.