ନିଃସତ୍ତ୍ଵ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସାରହୀନ
  • ସାହସହୀନ
  • ଦୁର୍ବଳ
  • ବଳହୀନ; ଅସମର୍ଥ
  • ପ୍ରାଣିଶୂନ୍ୟ
  • ହୀନ
  • ତେଜୋହୀନ
  • ନୀଚ
  • ହେୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ତେଜୋହୀନତା; ଶକ୍ତିହୀନତା
  • ହେୟତା
  • ଅନସ୍ତିତ୍ଵ

ବିଶେଷଣ (ଦେଶଜ)[ସମ୍ପାଦନା]

  • ନିଃସତ୍ଵବାନ୍