ନିଷ୍ଫଳା
ଦେଖଣା
ନିଷ୍ଫଳା
ଉଚ୍ଚାରଣ
[ସମ୍ପାଦନା](ନିଷ୍ଫଳୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନିଷ୍ଫଳ+ ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବନ୍ଧ୍ୟା ନାରୀ — ୧. A barren woman.
- ୨. ନିବୃତ୍ତ ରଜସ୍ୱା ନାରୀ — ୨. A woman past child-bearing or menstruation.
[ଦ୍ରଷ୍ଟବ୍ୟ —ସାଧାରଣତଃ ୫ ଠାରୁ ୫୫: ବର୍ଷ ବୟସ୍କ ପରେ ସ୍ତ୍ରୀମାନଙ୍କର ମାସିକ ରଜଃସ୍ରାବ ବନ୍ଦ ହୁଏ]
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ନିଷ୍ଫଳର ସ୍ତ୍ରୀ ଲିଙ୍ଗ —Feminine of Nishphaḻa.
ଦେଶଜ - ବିଶେଷଣ - (ସଂସ୍କୃତ - ନିଷ୍ଫଳ)
[ସମ୍ପାଦନା]ନିଷ୍ଫଳ (ଦେଖ) - Nishphaḻa (See)