ନେତା

ଉଇକିଅଭିଧାନ‌ରୁ

ସଂସ୍କୃତ (ବିଶେଷଣ) ପୁଂ[ସମ୍ପାଦନା]

  • ନାୟକ

ସଂସ୍କୃତ (ବିଶେଷଣ) ସ୍ତ୍ରୀ[ସମ୍ପାଦନା]

  • ପରିଚାଳକ ବ୍ୟକ୍ତି
  • ପଥ ପ୍ରଦର୍ଶକ ବ୍ୟକ୍ତି
  • ସ୍ଵାମୀ; ମାଲିକ
  • ପ୍ରଭୁ; ଖାମିଦ
  • ସର୍ଦ୍ଦାର
  • କାର୍ଯ୍ୟନିର୍ବାହକ ବ୍ୟକ୍ତି
  • ନିମ ଗଛ
  • ବିଷ୍ଣୁଙ୍କର ଏକନାମ

ସଂସ୍କୃତ (ବିଶେଷଣ)[ସମ୍ପାଦନା]

  • ଯେ ନିଏ
  • ପଥପ୍ରଦର୍ଶକ
  • ପ୍ରେରକ
  • ପ୍ରାପକ
  • କାର୍ଯ୍ୟ ନିର୍ବାହକନେତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନେତ୍ରୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ଫୁ. (ନୀ ଧାତୁ=ନେବା+କର୍ତ୍ତୃ. ତୃ; ୧ମା.୧ବ)

୧. ନାୟକ —୧. Leader.
୨. ପରିଚାଳକ ବ୍ୟକ୍ତି —୨. Conductor.
୩. ପଥ ପ୍ରଦର୍ଶକ ବ୍ୟକ୍ତି —୩. Guide.
୪. ସ୍ୱାମୀ; ମାଲିକ —୪. Owner.
୫. ପ୍ରଭୁ; ଖାମିଦ —୫. Master.
୬. ସର୍ଦ୍ଦାର —୬. Headman.
୭. କାର୍ଯ୍ୟନିର୍ବାହକ ବ୍ୟକ୍ତି — ୭. Superintendent; manager.
୮. ନିମ ଗଛ (ହିନ୍ଦୀ - ଶ) —୮ The Nim tree.
୯. ବିଷ୍ଣୁଙ୍କର ଏକନାମ (ସହସ୍ରନାମୋକ୍ତ) — ୯. A name of Bishṇu.
  • (file)

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଯେ ନିଏ —୧. Taking.
୨. ପଥପ୍ରଦର୍ଶକ — ୨. Leading; guiding; conduction.
୩. ପ୍ରେରକ —୩. Sending.
୪. ପ୍ରାପକ —୪. Receiving; procuring.
୫. କାର୍ଯ୍ୟ ନିର୍ବାହକ —୫. Superintending a work.