ପଇଁତିରିଶି
ପଇଁତିରିଶ, ପଇଁତ୍ରିଶ(ଶି), ପଞ୍ଚତିରିଶ(ଶି), ପୈଁତିଶ, ପୈଁତିରିଶି, ପୈଁତ୍ରିଶି, ପଇଁତିଶ(ଶି), ପଅଁତିଶି(ଶ) —ଅନ୍ୟରୂପ
ତିରିଶ ଅପେକ୍ଷା ୫ ଉର୍ଦ୍ଧ୍ୱ ସଂଖ୍ୟା; ୩୫ ସଂଖ୍ୟା — 35; Thirty five.