Jump to content

ପଇଁତିରିଶ

ଉଇକିଅଭିଧାନ‌ରୁ

ପଇଁତିରିଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଇଁତିରିଶି, ପଇଁତ୍ରିଶ(ଶି), ପଞ୍ଚତିରିଶ(ଶି), ପୈଁତିଶ, ପୈଁତିରିଶ(ଶି), ପୈଁତ୍ରିଶି, ପଇଁତିଶ(ଶି), ପଅଁତିଶି() —ଅନ୍ୟରୂପ

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ପଞ୍ଚତ୍ରିଂଶ; ପ୍ରା. ପଞ୍ଚତ୍ରିସ୍ )

[ସମ୍ପାଦନା]

ତିରିଶ ଅପେକ୍ଷା ୫ ଉର୍ଦ୍ଧ୍ୱ ସଂଖ୍ୟା; ୩୫ ସଂଖ୍ୟା —35; Thirty five.