ପଇଠି
ପଇଠି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ପଇଠି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତିଷ୍ଠା; ପ୍ରା. ପଇଠ୍ଠା)[ସମ୍ପାଦନା]
- ୧. ଭାର; ନିର୍ଭର — ୧. Reliance; dependance
- ୨. କରତଳର ଭରା —୨. Support by means of the palms; resting or propping on the palms.
ସଖୀଙ୍କ ପଇଠି ବଚ ଚଳନ୍ତି ପୁର ଯେ ପ୍ରାଚୀ. ପ୍ରତାପ—ଶିଶିଶେଣା
- ୩. (ସଂସ୍କୃତ - ପାଦପୀଠ) ସିଡ଼ି ବା ପାହାଞ୍ଚର ଧାପ — ୩. A step of stair-case.
- ୪. ପଇଠ (ଦେଖ) - —୪. Paiṭha (See)
ବିଶେଷଣ -[ସମ୍ପାଦନା]
ପଇଠ (ଦେଖ) - —Paiṭha (See)