ପଏଡ଼
ଦେଖଣା
ପଏଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ପ୍ରତିବନ୍ଧକ)
[ସମ୍ପାଦନା]- ୧. ବ୍ୟାଘାତ; ବାଧା; ପ୍ରତିବନ୍ଧକ — ୧. Obstacle; obstruction.
- ୨. କୌଣସି ପଦାର୍ଥ ଉପରେ ମାଡ଼ିବସିବା ଚାପ — ୨. A perssure put on a thing or covering it
- ୩. (ସଂସ୍କୃତ - ପଦକ; ପ୍ରା ପଅଗ, ପଗ) ପାଦଦ୍ୱାରା ଥରକେ ଯେତେ ସ୍ଥାନ ଆକ୍ରାନ୍ତ ହୁଏ; ପାହୁଣ୍ଡ —୩. The space enclosed by one step of a person while walking; one step; a pace.