ପଖୀ

ଉଇକିଅଭିଧାନ‌ରୁ

ପଖୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷୀ)[ସମ୍ପାଦନା]

୧. ଚଢ଼େଇ — ୧. Bird.
୨. ଚଢ଼େଇର ପକ୍ଷ —୨. Birds wing.

କଦମ୍ୱ ଗଛରେ ଚଢ଼ ପଖୀ ପ୍ରସାର—ପ୍ରାଚୀ ରହସ୍ୟମଞ୍ଜରୀ

୩. ପୁଚ୍ଛ —୩. Tail.
୪. ଢ଼ିଙ୍କି ଲାଞ୍ଜି —୪. The tail of a husking-jack.
୫. ଲଙ୍ଗଳର ପକ୍ଷାକୃତି ତଳ (ଯାହା ଭୂମି ଉପରେ ଘୁଷୁରେ) — ୫. The blade of a plough.
୬. କବାଟର ଉପର ଦଶୀ —୬. The lintel.

ପ୍ରାଦେଶିକ - (ଆଳି) ବିଶେଷ୍ୟ -[ସମ୍ପାଦନା]

କହୁଣିଆ (ଦେଖ) - Kahuṇia (See)