ପଖୀ
ଦେଖଣା
ପଖୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଖୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷୀ)
[ସମ୍ପାଦନା]- ୧. ଚଢ଼େଇ — ୧. Bird.
- ୨. ଚଢ଼େଇର ପକ୍ଷ —୨. Birds wing.
କଦମ୍ୱ ଗଛରେ ଚଢ଼ ପଖୀ ପ୍ରସାର—ପ୍ରାଚୀ ରହସ୍ୟମଞ୍ଜରୀ
- ୩. ପୁଚ୍ଛ —୩. Tail.
- ୪. ଢ଼ିଙ୍କି ଲାଞ୍ଜି —୪. The tail of a husking-jack.
- ୫. ଲଙ୍ଗଳର ପକ୍ଷାକୃତି ତଳ (ଯାହା ଭୂମି ଉପରେ ଘୁଷୁରେ) — ୫. The blade of a plough.
- ୬. କବାଟର ଉପର ଦଶୀ —୬. The lintel.
ପ୍ରାଦେଶିକ - (ଆଳି) ବିଶେଷ୍ୟ -
[ସମ୍ପାଦନା]କହୁଣିଆ (ଦେଖ) - Kahuṇia (See)