ପଙ୍ଗା
ଦେଖଣା
ପଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଙ୍ଗା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉଦ୍ଭିଦ ପାଂଶୁରୁ ଉତ୍ପନ୍ନ ଲୁଣ — ୧. A kind of salt manufactured from vegetables ashes.
- ୨. ସମୁଦ୍ରପାଣିକୁ ନିଆଁରେ ସିଝାଇଲେ ପାତ୍ର ତଳେ ଯେଉଁ ଲୁଣ ବସିଯାଏ —୨. Salt prepared by boiling.
[ଦ୍ରଷ୍ଟବ୍ୟ —ଗୋଡ଼ା ଲୁଣ ରୁଆରୁଆ ଓ ଈଷତ୍ ପାଣ୍ଡୁର, ମାତ୍ର ପଙ୍ଗା ଲୁଣ ସଫା ଓ ଚୁନା ଚୁନା]
- ୩. ପଙ୍ଗା ମାଛ (ଦେଖ) - —Paṅgā māchha (See)