ପଞ୍ଚକୋଳ

ଉଇକିଅଭିଧାନ‌ରୁ

ପଞ୍ଚକୋଳ

ଓଡ଼ିଆ[ସମ୍ପାଦନା]

ପିପ୍ପଳୀ, ପିପ୍ପଳା ମୂଳ, ଚାଇଁକାଠ, ଚିତାମୂଳ, ଓ ଶୁଣ୍ଠୀଆୟୁର୍ବେଦ ମତରେ ମହୁ ଅନୁପାନ ସହିତ ଏହା ଅଜୀର୍ଣ, ଅଗ୍ନିମାନ୍ଦ୍ୟ, ଆମଦୋଷ, ଗୁଳ୍ମ, ପ୍ଳୀହା, ଯକୃତ ବୃଦ୍ଧି, କଟି ଦରଜ, ଆଣ୍ଠୁ ଦରଜ ଶୂଳ ପ୍ରଭୃତିର ନିବାରଣ କରିଥାଏ। ଏହାର କ୍ୱାଥ ମଧ୍ୟ ଏ ସବୁ ଉପସର୍ଗ ପାଇଁ ଉପକାରୀ।

ଉଚ୍ଚାରଣ[ସମ୍ପାଦନା]

(ପଞ୍ଚକୋଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ପଞ୍ଚ=୫+କୋଳ=ପିପ୍ପଳି)[ସମ୍ପାଦନା]

ବୈଦ୍ୟଶାସ୍ତ୍ରୋକ୍ତ ୫ ଗୋଟି ପିପ୍ପଳିଜାତୀୟ ଔଷଧ ଦ୍ରବ୍ୟ (ଯଥା—ପିପ୍ପଳି, ବଣପିପଳାମୂଳ, ଚାଇକାଠ, ଧଳାଚିତାମୂଳ ଓ ଶୁଣ୍ଠି)ର ସମାହାର — A collection or aggregate of ୫ bitter drugs mentioned in Hindu medical books (viz long pepper, its root, piper chaba plumbago; and dry ginger)