ପଞ୍ଚା
ଦେଖଣା
ପଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚନ୍)
[ସମ୍ପାଦନା]'ପାଞ୍ଚ' ସଂଖ୍ୟାଦ୍ୱାରା ଗୁଣିତ — Multiplied by 5
ତିନି ପଞ୍ଚା ପନ୍ଦରପଣ— ପଣକିଆ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଞ୍ଚଟିପ ଯୁକ୍ତ ତାସ୍ — ୧. A card with ୫ points.
- ୨. ପଶାଖେଳରେ ୫ ସଂଖ୍ୟକ ସାର —୨. A throw of dice resulting in ୫ points.
- ୩. ବିଚାର; ପାଞ୍ଚ — ୩. Consultation; adjudication.
ବିଧିରେ ପଳାଶ ରୁଧିର ସଞ୍ଚା, ବିକଶିଳା ପୁଷ୍ପ ପରାୟେ ପଞ୍ଚା— ଭଞ୍ଜ. ବୈଦେହିଶବିଳାଶ
ଅନୁବାଦ
[ସମ୍ପାଦନା]- ୪. ଗ୍ରାମର ପାଞ୍ଚଜଣ ବା ସମସ୍ତଙ୍କଠାରୁ ସାଧାରଣ କାର୍ଯ୍ୟ ନିମନ୍ତେ ଆଦାୟ କରାଯିବା ଭେଦା; ଚାନ୍ଦା — ୪. Subscription raised from villagers for a common purpose.
ଅନୁବାଦ
[ସମ୍ପାଦନା]ପଞ୍ଚା
|
- ୫. ଗୃହର ଚାଳକୁ ବଢ଼ାଇ ପିଣ୍ଡାରେ କରାଯାଇଥିବା କୋଠରି —୫. A room made in the veranda by elongating the thatch; out room.
- ୬. ସନ୍ଦେହ —୬. Doubt.
ଏହି ସକାଶରୁ ବାଟରେ ବସା ସଞ୍ଚା କରାଅ ତାଙ୍କ ପାଇଁ ନ କରି କିଛି ପଞ୍ଚା— କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ