ପଞ୍ଚା

ଉଇକିଅଭିଧାନ‌ରୁ

ପଞ୍ଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚନ୍)[ସମ୍ପାଦନା]

'ପାଞ୍ଚ' ସଂଖ୍ୟାଦ୍ୱାରା ଗୁଣିତ — Multiplied by 5

ତିନି ପଞ୍ଚା ପନ୍ଦରପଣ— ପଣକିଆ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପାଞ୍ଚଟିପ ଯୁକ୍ତ ତାସ୍ — ୧. A card with ୫ points.
୨. ପଶାଖେଳରେ ୫ ସଂଖ୍ୟକ ସାର —୨. A throw of dice resulting in ୫ points.
୩. ବିଚାର; ପାଞ୍ଚ — ୩. Consultation; adjudication.

ବିଧିରେ ପଳାଶ ରୁଧିର ସଞ୍ଚା, ବିକଶିଳା ପୁଷ୍ପ ପରାୟେ ପଞ୍ଚା— ଭଞ୍ଜ. ବୈଦେହିଶବିଳାଶ

ଅନୁବାଦ[ସମ୍ପାଦନା]

୪. ଗ୍ରାମର ପାଞ୍ଚଜଣ ବା ସମସ୍ତଙ୍କଠାରୁ ସାଧାରଣ କାର୍ଯ୍ୟ ନିମନ୍ତେ ଆଦାୟ କରାଯିବା ଭେଦା; ଚାନ୍ଦା — ୪. Subscription raised from villagers for a common purpose.

ଅନୁବାଦ[ସମ୍ପାଦନା]

୫. ଗୃହର ଚାଳକୁ ବଢ଼ାଇ ପିଣ୍ଡାରେ କରାଯାଇଥିବା କୋଠରି —୫. A room made in the veranda by elongating the thatch; out room.
୬. ସନ୍ଦେହ —୬. Doubt.

ଏହି ସକାଶରୁ ବାଟରେ ବସା ସଞ୍ଚା କରାଅ ତାଙ୍କ ପାଇଁ ନ କରି କିଛି ପଞ୍ଚା— କୃଷ୍ଣସିଂହ. ମହାଭାରତ. ଉଦ୍‌ଯୋଗ