ପଟ୍ଟା

ଉଇକିଅଭିଧାନ‌ରୁ

ପଟ୍ଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟ)[ସମ୍ପାଦନା]

୧. କାଠର ପତଳା ଲମ୍ୱଖଣ୍ଡ — ୧. Plate; wooden plank.
୨. ଅଧିକାର ପତ୍ର; ସନନ୍ଦ (ପୂର୍ବେ ଧାତୁ ଫଳକ ଉପରେ ଏହା ଅଙ୍କିତ ହେଉଥିଲା) —୨. Sanad; a deed of gift or authority.
୩. ପାତିଆ —୩. Strip.
୪. ଲମ୍ୱା ଓ ସରୁଆ ଭୁଖଣ୍ଡ — ୪. A long and narrow strip of land; a narrow belt of land.
୫. ଚଉଡ଼ା ରେଖା —୫. A broad line.
୬. ଓଢ଼ଣୀ; ଚାଦର —Sheet; scarf.
୭. (ସଂସ୍କୃତ - ପଟ୍ଟ) ଜମିଦାର ରୟତକୁ ରୟତି ଭୂମି ଦେବାରୁ ସନନ୍ଦ ପତ୍ର — ୭. Lease of rayati holding given by the landlord.

ପଟା ଦେଇ ପରଜାଙ୍କୁ ଦୁଇଗୁଣ ନେବେ—ପ୍ରାଚୀ ଶ୍ରୀଗୁରୁ ଭକ୍ତି ଗୀତା

୮. ଲମ୍ୱା ଓ ଚଉଡ଼ା ଦାଗ — ୮. A long broad line; a stripe.

(ଯଥା—ତା ଦେହରେ ନାଲି ପଟା ବସିଛି)

୯. ଥର —୯. Time.

(ଯଥା—ଏ ବିଲରେ ଚାରି ପଟା ମଇ ଦେଲିଣି)

୧. ବସ୍ତ୍ରୀଦି —୧୦. Clothes.

(ଯଥା—ଲୁଗାପଟା; କନାପଟା)

୧୧. ରଙ୍ଗ ବା ନାଲି ପାଟଲୁଗା —୧୧. Red silk cloth.

ଦୁଇ ସେନା ଯାକର ବସନେ ରକେତେ ବୁଡ଼ନ୍ତେ ପଟାପରି ଦିଶିଲେ ସେ ନେତ୍ରେ କୃଷ୍ଣସିଂହ ମହାଭାରତ ଦ୍ରୋଣ

୧୨. ଏକପ୍ରକାର ଲୁଣି ମାଛ — ୧୨. A kind of sea fish.

ଦେଶଜ - ବିଶେଷଣ -[ସମ୍ପାଦନା]

ପଟା ପରି ସମତୁଲ ବା ଚେପଟା — Flat or level like a plank.

(ଯଥା—ରୋଗ ଓ ବୟସ ଯୋଗୁଁ ତା ଦିବହାତ ପଟା ହୋଇ ଗଲାଣି )

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତରବାରି ଖେଳ ଶିଖିବାପାଇଁ ବ୍ୟବହୃତ ଅଦାଢ଼ୂଆ ଖଣ୍ଡା —Foil; blunt sword used in fencing.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ମଲ୍ଲକ୍ରୀଡ଼ାରେ ଆତ୍ମରକ୍ଷା ବା ଶତ୍ରୁକୁ ଆକ୍ରମଣ କରିବା ପାଇଁ ମଲ୍ଲର ଦୁଇ ହାତରେ ଧରିଥିବା ଯଷ୍ଟିଦ୍ୱୟ —A pair of sticks held by both hands for defence and attack in fencing.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ମଇ (ଦେଖ) - — ୧. Mai (See)
୨. ସଙ୍ଗା; ଭାଡ଼ି —୨. Scaffolding used as a loft.