ପଣ୍ୟ
Appearance
- ବିକ୍ରେୟ; ଯାହା କିଣାଯାଇ ପାରେ ବା ବିକାଯାଇ ପାରେ
- ବ୍ୟବହର୍ଯ୍ୟ; ଚଳନ୍ତି
- ପଣ ବା ମୂଲ୍ୟଦ୍ଵାରା ଗୃହୀତ; କ୍ରୀତ
- ଯାହା ବଜାରରେ କିଣିବାକୁ ମିଳେ
- ବିକ୍ରୀତ
- ପ୍ରଶଂସନୀୟ
- ବିକ୍ରେୟ ବସ୍ତୁ
- ସଉଦା
- ମୂଲ୍ୟ
- ମାସୁଲ; ଶୁଳ୍କ
- ଭଡା
- ବେପାର; ବ୍ୟବସାୟ
- ବଜାର; ହାଟ
- ଦୋକାନପଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପଣ୍ ଧାତୁ+ କର୍ମ. ଯ)
[ସମ୍ପାଦନା]- ୧. ବିକ୍ରେୟ; ଯାହା କିଣାଯାଇ ପାରେ ବା ବିକାଯାଇ ପାରେ —୧. Saleable; vendible; marketable; venal.
- ୨. ବ୍ୟବହାର୍ଯ୍ୟ; ଚଳନ୍ତି —୨. Useful; current.
- ୩. ପଣ ବା ମୂଲ୍ୟଦ୍ୱାରା ଗୃହୀତ; କ୍ରୀତ —୩. Obtained by payment of price; purchased.
- ୪. ଯାହା ବଜାରରେ କିଣିବାକୁ ମିଳେ — ୪. Available in the market.
- ୫. ବିକ୍ରୀତ —୫. Sold.
- ୬. ପ୍ରଶଂସନୀୟ (ହିନ୍ଦୀ - ଶ.) — ୭. Praiseworthly commendable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିକ୍ରେୟ ବସ୍ତୁ —୧. A thing sold or offered in the market.
- ୨. ସଉଦା — ୨. Ware; merchandise; commodity.
- ୩. ମୂଲ୍ୟ —୩. Price.
- ୪. ମାସୁଲ; ଶୁଳ୍କ —୪. Fee; customs.
- ୫. ଭଡ଼ା —୫. Hire.
- ୬. ବେପାର; ବ୍ୟବସାୟ (ହିନ୍ଦୀ - ଶ.) —୬. Trade.
- ୭. ବଜାର; ହାଟ (ହିନ୍ଦୀ - ଶ.) —୭. Market; mart.
- ୮. ଦୋକାନ (ହିନ୍ଦୀ - ଶ.) —୮. Shop.