ପଣ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ବିକ୍ରେୟ; ଯାହା କିଣାଯାଇ ପାରେ ବା ବିକାଯାଇ ପାରେ
  • ବ୍ୟବହର୍ଯ୍ୟ; ଚଳନ୍ତି
  • ପଣ ବା ମୂଲ୍ୟଦ୍ଵାରା ଗୃହୀତ; କ୍ରୀତ
  • ଯାହା ବଜାରରେ କିଣିବାକୁ ମିଳେ
  • ବିକ୍ରୀତ
  • ପ୍ରଶଂସନୀୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିକ୍ରେୟ ବସ୍ତୁ
  • ସଉଦା
  • ମୂଲ୍ୟ
  • ମାସୁଲ; ଶୁଳ୍କ
  • ଭଡା
  • ବେପାର; ବ୍ୟବସାୟ
  • ବଜାର; ହାଟ
  • ଦୋକାନପଣ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଣ୍ ଧାତୁ+ କର୍ମ. ଯ)[ସମ୍ପାଦନା]

୧. ବିକ୍ରେୟ; ଯାହା କିଣାଯାଇ ପାରେ ବା ବିକାଯାଇ ପାରେ —୧. Saleable; vendible; marketable; venal.
୨. ବ୍ୟବହାର୍ଯ୍ୟ; ଚଳନ୍ତି —୨. Useful; current.
୩. ପଣ ବା ମୂଲ୍ୟଦ୍ୱାରା ଗୃହୀତ; କ୍ରୀତ —୩. Obtained by payment of price; purchased.
୪. ଯାହା ବଜାରରେ କିଣିବାକୁ ମିଳେ — ୪. Available in the market.
୫. ବିକ୍ରୀତ —୫. Sold.
୬. ପ୍ରଶଂସନୀୟ (ହିନ୍ଦୀ - ଶ.) — ୭. Praiseworthly commendable.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିକ୍ରେୟ ବସ୍ତୁ —୧. A thing sold or offered in the market.
୨. ସଉଦା — ୨. Ware; merchandise; commodity.
୩. ମୂଲ୍ୟ —୩. Price.
୪. ମାସୁଲ; ଶୁଳ୍କ —୪. Fee; customs.
୫. ଭଡ଼ା —୫. Hire.
୬. ବେପାର; ବ୍ୟବସାୟ (ହିନ୍ଦୀ - ଶ.) —୬. Trade.
୭. ବଜାର; ହାଟ (ହିନ୍ଦୀ - ଶ.) —୭. Market; mart.
୮. ଦୋକାନ (ହିନ୍ଦୀ - ଶ.) —୮. Shop.