ପଦ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଚରଣ; ଗୋଡ଼
  • ତଳିପା; ପାଦ
  • ପଦଚିହ୍ନ
  • ଲକ୍ଷ୍ୟ
  • ବାଚକ ଶବ୍ଦ; ବିଭକ୍ତିଯୁକ୍ତ ଶବ୍ଦ
  • ଅବସ୍ଥାନ; ସ୍ଥାନ
  • ଶ୍ଳୋକର ଚରଣ; ଶ୍ଳୋକର ପାଦ
  • ଉପାଧି; ପଦବୀ
  • ଆଧିପତ୍ୟ
  • ଚିହ୍ନ
  • ସମ୍ମାନସୁଚକ ଅଧିକାର; ଚାକିରି
  • ଐଶ୍ଵର୍ଯ୍ୟ; କ୍ଷମତା
  • ସମ୍ମାନ; ମର୍ଯ୍ୟାଦା; ଗୌରବ
  • ଛଳ; କପଟ
  • ନିନ୍ଦା, ପ୍ରଶଂସା ଆଦିର ବିଷୟ
  • ପ୍ରକରଣ; ଗ୍ରନ୍ଥର ବିଭାଗ
  • ବାକ୍ୟ
  • ବସ୍ତୁ; ପଦାର୍ଥ
  • କିରଣ
  • ଚତୁର୍ଥାଂଶ
  • ଯୋଗ୍ୟତା ଅନୁସାରେ କୌଣସି ବ୍ୟକ୍ତିର ସ୍ଥାନ
  • ମୋକ୍ଷ; ନିର୍ବାଣ; ମୁକ୍ତି
  • ପ୍ରଦେଶ
  • ଈଶ୍ଵରଭକ୍ତି ସମ୍ବନ୍ଧୀୟ ଗୀତ; ଭଜନ; ପଦ୍ୟରେ ରଚିତ ସ୍ତବ
  • ପହଣ୍ତ
  • ଛାପ
  • ସମ୍ମାନସୂଚକ ପଦବୀ ବା ଉପାଧି
  • ଆଧାର
  • ବାହାନା
  • ବର୍ଗମୂଳ
  • ରକ୍ଷା; ଆଶ୍ରୟ
  • ପଶା ବା ସତରଞ୍ଜ ପାଲୀର ଘରା
  • ବାକ୍ୟର ଅଂଶ
  • କ୍ଷେତ୍ର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଗୀତ
  • ପଦ୍ୟ
  • ଗାରଡି ମନ୍ତ୍ର
  • ଆଦେଶ
  • ମାର୍ଗ; ପଥ
  • ବାହନ
  • ପଦ୍ମନାଭର ଡାକ ନାମପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+ କରଣ. ଅ)[ସମ୍ପାଦନା]

୧. ଚରଣ; ଗୋଡ଼ —୧. Leg.
୨. ତଳିପା; ପାଦ —୨. Foot; sole of the foot.
୩. ପଦଚିହ୍ନ —୩. Foot print.
୪. ଲକ୍ଷ୍ୟ —୪. Aim.
୫. (ବ୍ୟାକରଣ) ବାଚକ ଶବ୍ଦ; ବିଭକ୍ତିଯୁକ୍ତ ଶବ୍ଦ — ୫. An inflected word; a word derived from a root.

[ଦ୍ରଷ୍ଟବ୍ୟ —ଶବ୍ଦରେ ବିଭକ୍ତି ଯୁକ୍ତ ହେଲେ ତାହାକୁ ପଦ ବୋଲାଯାଏ]

୬. ଅବସ୍ଥାନ; ସ୍ଥାନ —୬. Spot; station.
୭. ଶ୍ଲୋକର ଚରଣ; ଶ୍ଲୋକର ପାଦ — ୭. Foor of a verse; quarter of verse.
୮. ଉପାଧି; ପଦବୀ — ୮. Rank; title; position in life.
୯. ଆଧିପତ୍ୟ —୯. Mastery.
୧. ଚିହ୍ନ —୧୦. Trace; mark.
୧୧. ସମ୍ମାନସୂଚକ ଅଧିକାର; ଚାକିରି — ୧୧. Office; employment.
୧୨. ଐଶ୍ୱର୍ଯ୍ୟ; କ୍ଷମତା —୧୨. Power; affluence.
୧୩. ସମ୍ମାନ; ମର୍ଯ୍ୟାଦା; ଗୌରବ —୧୩. Dignity.
୧୪. ଛଳ; କପଟ —୧୪. Guile; deceit.
୧୫. ନିନ୍ଦା; ପ୍ରଶଂସା ଆଦିର ବିଷୟ — ୧୫. Subject; object of praise or blame.
୧୬. ପ୍ରକରଣ; ଗ୍ରନ୍ଥର ବିଭାଗ —୧୬. Chapter.
୧୭. ବାକ୍ୟ —୧୭. Sentence.
୧୮. ବସ୍ତୁ; ପଦାର୍ଥ —୧୮. Article; thing.
୧୯. କିରଣ —୧୯. Ray of light.
୨. ଚତୁର୍ଥାଂଶ —୨୦. Quarter; a fourth part.
୨୧. ଯୋଗ୍ୟତା ଅନୁସାରେ କୌଣସି ବ୍ୟକ୍ତିର ସ୍ଥାନ (ହିନ୍ଦୀ - ଶ) — ୨୧. Position according to one's fitness.
୨୨. ମୋକ୍ଷ; ନିର୍ବାଣ; ମୁକ୍ତି (ହିନ୍ଦୀ - ଶ) — ୨୨. Final beatitude; salvation.
୨୩. ପ୍ରଦେଶ (ହିନ୍ଦୀ - ଶ) — ୨୩. Province; part of a country.
୨୪. ଈଶ୍ୱରଭକ୍ତ ସମ୍ୱନ୍ଧୀୟ ଗୀତ; ଭଜନ; ପଦ୍ୟରେ ରଚିତ ସ୍ତବ — ୨୪. Hymn; prayer in verse.
୨୫. ପହଣ୍ଡ —୨୫. Step; pace; stride. (Apte).
୨୬. ଛାପ —୨୬. Impression. (Apte).
୨୭. ସମ୍ମାନସୂଚକ ପଦବୀ ବା ଉପାଧି — ୨୭. Dignty; honorific title.
୨୮. ଆଧାର —୨୮. Receptacle. (Apte).
୨୯. ବାହାନା —୨୯. Pretext. (Apte).


୩. (ଗଣିତ) ବର୍ଗମୂଳ — ୩୦. (arithmetic) Square root. (Apte).
୩୧. ରକ୍ଷା; ଆଶ୍ରୟ — ୩୧. Protection; preservation. (Apte).
୩୨. ପଶା ବା ସତରଞ୍ଜ ପାଲୀର ଘରା — ୩୨. A square or house on a chess-board. (Apte) .
୩୩. ବାକ୍ୟର ଅଂଶ — ୩୩. Part of a sentence. (Apte).
୩୪. କ୍ଷେତ୍ର —୩୪. A plot of ground. (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୀତ —୧. Song.
୨. ପଦ୍ୟ —୨. Poetry.
୩. ଗାରଡ଼ି ମନ୍ତ୍ର —୩. Charm; magical sentence or incantation; estoteric or magical formula
୪. ଆଦେଶ —୪. Order.
୫. ମାର୍ଗ; ପଥ —୫. Path.

ପାପ ପଦେ ଦେବ ଧର୍ମେ ଦେଲୁ ପୁଷ୍ପା଼ଞ୍ଜଳି—ଚିନ୍ତାମଣି, ବିକ୍ରମାଦିତ୍ୟ

୬. ବାହାନ —୬. Conveyance.

କରୁଣାସାଗର କମ୍ୱୂ ଚକ୍ରଧର— ପଦ ପରା ପରକାଶେ ସେ କାମିନୀ ଦୀନକୃଷ୍ଣ, ରସକଲ୍ଲୋଳ

୭. ପଦ୍ମନାଭର ଡାକ ନାମ — ୭. Name for calling Padmanābha.