ପବ
ଦେଖଣା
ପବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ବ)
[ସମ୍ପାଦନା]ପଗ (ଦେଖ) - Paga (See)
ଅଙ୍ଗୁଷ୍ଠ ପବ ମାଟ ହୋଇ, ଷାଠି ସହସ୍ର ମୁନି ତହିଁ ଜଗନ୍ନାଥ. ଭାଗବତ
ସଂସ୍କୃତ - ବିଶେଷ୍ୟ - (ପୂ ଧାତୁ= କର୍ତ୍ତୃ. ଅ)
[ସମ୍ପାଦନା]- ୧. ପବନ — ୧. Air.
- ୨. ଗୋବର —୨. Cowdung.
- ୩. (+ ଭାବ ଅ) ଧାନରୁ ଅଗାଡ଼ି ସଫା କରିବା — ୩. Winnowing of corn.